ସେଲ୍ଫି ହେଲା କାଳ , ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବକ
11/11/2019 at 10:47 PM

ଜୟପୁର ୧୧।୧୧ – ସେଲ୍ଫି ହେଲା କାଳ ।ସେଲ୍ଫି ନେଇଥିବା ବେଳେ ନଦୀରେ ଭାସିଗଲେ ଜଣେ ଯୁବକ ।ନିଖୋଜ ଯୁବକ ହେଉଛନ୍ତି କୋରାପୁଟ ବୈପାରୀଗୁଡ଼ାର ରିତ୍ବିକ୍ ଆଚାରୀ ।ରିତ୍ବିକ ନିଜ ସାଙ୍ଗମାନଙ୍କ ସହିତ ପିକନିକ୍ ପାଇଁ ଗୁପ୍ତେଶ୍ବର ଯାଇଥିଲେ ।
ସେଠାରେ ସେଲ୍ଫି ନେବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ।ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ମଧ୍ୟ ନିଖୋଜ ଯୁବକଙ୍କର ପତ୍ତା ମିଳିନାହିଁ ।…
Related Posts
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021