ଏମାନେ ହେଉଛନ୍ତି ଭାରତର ୫ଜଣ ସବୁଠୁ ସୁନ୍ଦରୀ ମହିଳା ସାମ୍ବାଦିକା : ଦେଖନ୍ତୁ ଫଟୋ
1/11/2019 at 5:23 PM

ନୂଆଦିଲ୍ଲୀ ୧/୧୧: ଆଜି ଆମେ ଆପଣଙ୍କୁ ଭାରତର ୫ଜଣ ଏପରି ସୁନ୍ଦର ମହିଳା ସାମ୍ବାଦିକାଙ୍କ ବିଷୟରେ କହିବୁ ଯାହା ସୌନ୍ଦର୍ଯ୍ୟରେ ପୂରା ବିଶ୍ବ ଫ୍ୟାନ୍ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଏହି ସାମ୍ବାଦିକାଙ୍କ ବିଷୟରେ

୧.ଅଞ୍ଜନା ଓମ୍ କଶ୍ୟପ : ଅଞ୍ଜନା ଓମ୍ କଶ୍ୟପ ଆଜ ତକ ଚ୍ୟାନେଲର ଲେଖକ ,ଆଙ୍କର ଏବଂ ଉପ ସମ୍ପାଦକ। ଆଜିକାଲି ଅଞ୍ଜନା ଓମ୍ କଶ୍ୟପ କୌଣସି ବଡ଼ ସେଲିବ୍ରିଟିଠୁ କମ୍ ନୁହେଁ।

୨.ଶ୍ବେତା ସିଂହ : ଶ୍ବେତା ସିଂହ ଆଜ ତକର ଆଙ୍କର ଏବଂ ଉପ ସମ୍ପାଦକ। ଏହା ପୂର୍ବରୁ ସେ ଜି ନ୍ୟୁଜ,ସାହାରା ଏବଂ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ମଧ୍ୟ କାମ କରିଛନ୍ତି। ଶ୍ବେତା ସିଂହଙ୍କ ସୌନ୍ଦର୍ଯ୍ୟ କୌଣସି ମଡେଲଠୁ କମ୍ ନୁହେଁ।

୩.ହରିଶ୍ରୀ ମେହତା : ଏହି ମହିଳା ସାମ୍ବାଦିକା କୌଣସି ଆଙ୍ଗଲରେ ମଧ୍ୟ ଅଭିନେତ୍ରୀଙ୍କଠୁ କମ୍ ନୁହଁନ୍ତି। ଏହି ମହିଳା ସାମ୍ବାଦିକା ଟାଇମ୍ସ ନାଓ ପାଇଁ କାମ କରନ୍ତି।

୪.ମୟନ୍ତୀ ଲାଙ୍ଗର : ମୟନ୍ତୀ ଲାଙ୍ଗର ସବୁଠୁ ସୁନ୍ଦରୀ ସାମ୍ବାଦିକାଙ୍କ ମଧ୍ୟରେ ଜଣେ। ସେ ସ୍ପୋର୍ଟସ ନ୍ୟୁଜ,ଟେନ୍ ସ୍ପୋର୍ଟସ ଭଳି କେତେକ ବଡ଼ ଚ୍ୟାନେଲରେ କାମ କରିଛନ୍ତି।

୫.ମିନି ମେନନ : ମିନି ମେନନ ୟୁଟିଭିର ଜଣେ ମହିଳା ସାମ୍ବାଦିକା। ସେ ନିଜ ସୌନ୍ଦର୍ଯ୍ୟ ପାଇଁ ଜଣା ଯାଆନ୍ତି।