Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଏମାନେ ହେଉଛନ୍ତି ଭାରତର ୫ଜଣ ସବୁଠୁ ସୁନ୍ଦରୀ ମହିଳା ସାମ୍ବାଦିକା : ଦେଖନ୍ତୁ ଫଟୋ

1/11/2019 at 5:23 PM

ନୂଆଦିଲ୍ଲୀ ୧/୧୧: ଆଜି ଆମେ ଆପଣଙ୍କୁ ଭାରତର ୫ଜଣ ଏପରି ସୁନ୍ଦର ମହିଳା ସାମ୍ବାଦିକାଙ୍କ ବିଷୟରେ କହିବୁ ଯାହା ସୌନ୍ଦର୍ଯ୍ୟରେ ପୂରା ବିଶ୍ବ ଫ୍ୟାନ୍ ହୋଇଯାଇଛି। ତେ​‌ବେ ଆସନ୍ତୁ ଜାଣିବା ଏହି ସାମ୍ବାଦିକାଙ୍କ ବିଷୟରେ

୧.ଅଞ୍ଜନା ଓମ୍ କଶ୍ୟପ : ଅଞ୍ଜନା ଓମ୍ କଶ୍ୟପ ଆଜ ତକ ଚ୍ୟାନେଲର ଲେଖକ ,ଆଙ୍କର ଏବଂ ଉପ ସମ୍ପାଦକ। ଆଜିକାଲି ଅଞ୍ଜନା ଓମ୍ କଶ୍ୟପ କୌଣସି ବଡ଼ ସେଲିବ୍ରିଟିଠୁ କମ୍ ନୁହେଁ।

୨.ଶ୍ବେତା ସିଂହ : ଶ୍ବେତା ସିଂହ ଆଜ ତକର ଆଙ୍କର ଏବଂ ଉପ ସମ୍ପାଦକ। ଏହା ପୂର୍ବରୁ ସେ ଜି ନ୍ୟୁଜ,ସାହାରା ଏବଂ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ମଧ୍ୟ କାମ କରିଛନ୍ତି। ଶ୍ବେତା ସିଂହଙ୍କ ସୌନ୍ଦର୍ଯ୍ୟ କୌଣସି ମଡେଲଠୁ କମ୍ ନୁହେଁ।

୩.ହରିଶ୍ରୀ ମେହତା : ଏହି ମହିଳା ସାମ୍ବାଦିକା କୌଣସି ଆଙ୍ଗଲରେ ମଧ୍ୟ ଅଭିନେତ୍ରୀଙ୍କଠୁ କମ୍ ନୁହଁନ୍ତି। ଏହି ମହିଳା ସାମ୍ବାଦିକା ଟାଇମ୍ସ ନାଓ ପାଇଁ କାମ କରନ୍ତି।

୪.ମୟନ୍ତୀ ଲାଙ୍ଗର : ମୟନ୍ତୀ ଲାଙ୍ଗର ସବୁଠୁ ସୁନ୍ଦରୀ ସାମ୍ବାଦିକାଙ୍କ ମଧ୍ୟରେ ଜଣେ। ସେ ସ୍ପୋର୍ଟସ ନ୍ୟୁଜ,ଟେନ୍ ସ୍ପୋର୍ଟସ ଭଳି କେତେକ ବଡ଼ ଚ୍ୟାନେଲରେ କାମ କରିଛନ୍ତି।  

୫.ମିନି ମେନନ : ମିନି ମେନନ ୟୁଟିଭିର ଜଣେ ମହିଳା ସାମ୍ବାଦିକା। ସେ ନିଜ ସୌନ୍ଦର୍ଯ୍ୟ ପାଇଁ ଜଣା ଯାଆନ୍ତି।

   Related Posts