Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଫଟୋରେ ଦେଖନ୍ତୁ ପିଓକେର ଭୂମିକମ୍ଫ ଯୋଗୁଁ ୧୦ ଫୁଟ୍‌ ତଳକୁ ଦବିଲା ରାସ୍ତା, ଅନେକ ଗାଡି ଫସିଛି-ପ୍ରବଳ କ୍ଷୟକ୍ଷତି

24/09/2019 at 5:26 PM

କିସ୍ତାନର ଲାହୋର ନିକଟସ୍ଥ ଜାଟଲାନ ଅଞ୍ଚଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଛି ।

ଏଥିରେ ଅନେକ ଘର ଭାଙ୍ଗିଯାଇଥିବା ସହ ରାସ୍ତାଘାଟ ଧସିଯାଇଛି। ଭୂମିକମ୍ପ ଯୋଗୁଁ ପିଓକେରେ ଅନେକ ଘର ଭାଙ୍ଗିଯାଇଛି । କେବଳ ସେତିକି ନୁହେଁ ଅନେକ ରାସ୍ତା ଘାଟ ଧସିଯିବା ସହ ଗାଡିମଟର ଘାଟୀ ରାସ୍ତାର ତଳକୁ ଖସି ପଡିଛି ।


ଭୂମିକମ୍ପ ଏତେ ଭୟାନକ ଥିଲା ଯେ ପାହାଡ ଉପରେ ରାସ୍ତା ସମ୍ପୂର୍ଣ୍ଣ ରୂପେ ଧସିଯାଇଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।

ପିଓକେର ମୀରପୁରରେ ଥିବା ଜାଟଲାନ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା । ଭମିକମ୍ପର ତୀବ୍ରତା ୬.୩ ରହିଥିଲା ।
୨୦୦୫ ମସିହାର ମଧ୍ୟ ଏହାଠାରୁ ବଡ ଭୂମିକମ୍ପ ହୋଇଥିଲା । ଏଥିରେ ପିଓକେରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା 

   Related Posts