ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଅମାନୁଷିକ ଭାବେ ମାଡ ମାରି ସିକ୍ୟୁରିଟି ଗାର୍ଡ ଗିରଫ

Published By : Prameya-News7 Bureau | September 03, 2019 IST

ସୁନ୍ଦରଗଡ଼ ୩/୯: ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଅମାନୁଷିକ ଭାବେ ମାଡ ମାରି ସିକ୍ୟୁରିଟି ଗାର୍ଡ ଗିରଫ  ହୋଇଛି। ଗିରଫ ସିକ୍ୟୁରିଟି ଗାର୍ଡ ହେଲା ସୁଶାନ୍ତ ପାତ୍ର । ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ ଜଣେ ମାନସିକ ଭିନକ୍ଷମ ରୋଗୀ ଙ୍କୁ ଡାକ୍ତରଖାନାରେ କାମ କରୁଥିବା ବେସରକାରୀ ସିକ୍ୟୁରୀଟି ଗାର୍ଡ ଭାବେ ଅମାନୁଷିକ ଭାବେ ବାଡେଇବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ  ରଘୁନାଥପଲ୍ଲୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ସିକ୍ୟୁରିଟି ଗାର୍ଡଙ୍କୁ ନିଲମ୍ବିତ ପରେ  ଗିରଫ କଲା ରଘୁନାଥପଲ୍ଲୀ ପୋଲିସ । ମାନସିକ ଭିନକ୍ଷମ ରୋଗୀଙ୍କୁ ଡ଼ାକ୍ତରୀ ମାଇନା ପାଇଁ ପଠାଯାଇଛି ।

{"id":152381}

ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ ଜଣେ ମାନସିକ ଭିନକ୍ଷମ ରୋଗୀ ଙ୍କୁ ଡାକ୍ତରଖାନାରେ କାମ କରୁଥିବା ବେସରକାରୀ ସିକ୍ୟୁରୀଟି ଗାର୍ଡ ଭାବେ ଅମାନୁଷିକ ଭାବେ ବାଡେଇବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ  ରଘୁନାଥପଲ୍ଲୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ସିକ୍ୟୁରିଟି ଗାର୍ଡଙ୍କୁ ନିଲମ୍ବିତ ପରେ  ଗିରଫ କଲା ରଘୁନାଥପଲ୍ଲୀ ପୋଲିସ । ମାନସିକ ଭିନକ୍ଷମ ରୋଗୀଙ୍କୁ ଡ଼ାକ୍ତରୀ ମାଇନା ପାଇଁ ପଠାଯାଇଛି ।

{"id":152382}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.