Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଅମାନୁଷିକ ଭାବେ ମାଡ ମାରି ସିକ୍ୟୁରିଟି ଗାର୍ଡ ଗିରଫ

3/09/2019 at 9:09 AM

ସୁନ୍ଦରଗଡ଼ ୩/୯: ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଅମାନୁଷିକ ଭାବେ ମାଡ ମାରି ସିକ୍ୟୁରିଟି ଗାର୍ଡ ଗିରଫ  ହୋଇଛି। ଗିରଫ ସିକ୍ୟୁରିଟି ଗାର୍ଡ ହେଲା ସୁଶାନ୍ତ ପାତ୍ର । ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ ଜଣେ ମାନସିକ ଭିନକ୍ଷମ ରୋଗୀ ଙ୍କୁ ଡାକ୍ତରଖାନାରେ କାମ କରୁଥିବା ବେସରକାରୀ ସିକ୍ୟୁରୀଟି ଗାର୍ଡ ଭାବେ ଅମାନୁଷିକ ଭାବେ ବାଡେଇବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ  ରଘୁନାଥପଲ୍ଲୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ସିକ୍ୟୁରିଟି ଗାର୍ଡଙ୍କୁ ନିଲମ୍ବିତ ପରେ  ଗିରଫ କଲା ରଘୁନାଥପଲ୍ଲୀ ପୋଲିସ । ମାନସିକ ଭିନକ୍ଷମ ରୋଗୀଙ୍କୁ ଡ଼ାକ୍ତରୀ ମାଇନା ପାଇଁ ପଠାଯାଇଛି ।

ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ ଜଣେ ମାନସିକ ଭିନକ୍ଷମ ରୋଗୀ ଙ୍କୁ ଡାକ୍ତରଖାନାରେ କାମ କରୁଥିବା ବେସରକାରୀ ସିକ୍ୟୁରୀଟି ଗାର୍ଡ ଭାବେ ଅମାନୁଷିକ ଭାବେ ବାଡେଇବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାପରେ  ରଘୁନାଥପଲ୍ଲୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ସିକ୍ୟୁରିଟି ଗାର୍ଡଙ୍କୁ ନିଲମ୍ବିତ ପରେ  ଗିରଫ କଲା ରଘୁନାଥପଲ୍ଲୀ ପୋଲିସ । ମାନସିକ ଭିନକ୍ଷମ ରୋଗୀଙ୍କୁ ଡ଼ାକ୍ତରୀ ମାଇନା ପାଇଁ ପଠାଯାଇଛି ।

   Related Posts