ରାଉରକେଲା ୧୧।୩: ଆଜି ଜାଗର ହେଲେ ଶ୍ରଦ୍ଧାଳୁଙ୍କୁ ମନା ଶିବ ମନ୍ଦିର । କୋଭିଡ଼ କଟକଣା ନିୟମ ଅନୁସାରେ ଶୈବ ପୀଠମାନଙ୍କରେ ଦେବ ଦେବ ମହାଦେବଙ୍କ ପୁଜାର୍ଚ୍ଚନା ହେବ କିନ୍ତୁ ବିନା ଭକ୍ତ ଓ ଶ୍ରଦ୍ଧାଳୁରେ ।
{"id":421061,"sizeSlug":"large","linkDestination":"none"}ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସ୍ଥିତ ବେଦବ୍ୟାସରେ ପ୍ରଶାସନ ଜାରି କରିଛି ୧୪୪ ଧାରା । ଫଳରେ ଶୈବ ପୀଠ ଖାଁ ଖାଁ । କାହିଁ କେଉଁ କାଳରୁ ଚାଲିଆସୁଥିବା ବେଦବ୍ୟାସ ମେଳା ବନ୍ଦ ହୋଇଛି ।