ଭୋଟର ଲିଷ୍ଟରେ ନାଁ ନଥିବାରୁ ଉତ୍ତେଜନା, ମତଦାନ କେନ୍ଦ୍ରରେ ୧୪୪ ଧାରା ଜାରି

Published By : Prameya-News7 Bureau | November 03, 2020 IST

ଜଳେଶ୍ଵର ୩।୧୧: ବାଲେଶ୍ଵର ଉପ ନିର୍ବାଚନ ବେଳେ ଉତ୍ତେଜନା । ଆଙ୍କ ପଂଚାୟତର ଆଙ୍କ ପ୍ରାଥମିକ ବିଦ୍ୟାଳୟରେ ଥିବା ଆଦର୍ଶ ମତଦାନ କେନ୍ଦ୍ରରେ ଭୋଟ୍ ଦେବାକୁ ଆସିଥିବା ମହିଳାଙ୍କ ଭୋଟର ଲିଷ୍ଟରେ   ନାମ ନଥିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

{"id":355563,"sizeSlug":"large"}

ମତଦାନ କେନ୍ଦ୍ରରେ ଥିବା ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଛନ୍ତି। ଅଧିକ ଅଘଟଣ ନ ଘଟିବା ପାଇଁ ପ୍ରଶାସନ ପକ୍ଷରୁ ମତଦାନ କେନ୍ଦ୍ରର ୩ଶହ ମିଟର ପରିଧିରେ ୧୪୪ ଧାରା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.