Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି : ଆଜିଠାରୁ ଅଗଷ୍ଟ ୨ ଯାଏଁ ରହିବ ବଳବତ୍ତର

29/07/2020 at 12:17 PM

ସମ୍ବଲପୁର ୨୯।୭: ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଏହି ୧୪୪ ଧାରା ଆଜିଠାରୁ ଅଗଷ୍ଟ ୨ ତାରିଖ ଯାଏଁ ବଳବତ୍ତର ରହିବ । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୧୪୪ ଧାରା ଜାରି କରାଯାଇଥିବା ଜଣାଯାଇଛି ।

ଏହି ୧୪୪ ଧାରା ବରେଇପାଲିର ବାଲାଜୀ ଗ୍ରୀନ, ବରେଇପାଲିର ନିର୍ଗୁଣ୍ଡିପଡା, ଅଇଁଠାପାଲିର କାଇଁଶିର ରୋଡ୍, ଅଇଁଠାପାଲିର ଆଦର୍ଶନଗର, ଅଇଁଠାପାଲି ବଡପଡା, ମୋଦିପଡାର ଫାୟାରଷ୍ଟେସନ, ମୋଦିପଡାର ଏଲଆଇସି କଲୋନୀ, ମୋଦିପଡାର ବୋହିଦାର ବନ୍ଧ, ସାକ୍ଷୀପଡାର କିଣ୍ଡର ଗାର୍ଡେନ ସ୍କୁଲ ପାଖ, ସାକ୍ଷୀପଡାର ଗୁଆଲାପଡା, ସୁନାପାଲିର ଗୌନ୍ତିଆପଡା, ବଡବଜାରର ମାଲିପଡା, ବଡବଜାରର ଗିଙ୍ଗରାପଡା, ଜମାଦାରପାଲିର ଟିପୁପଡା ଅଞ୍ଚଳରେ ବଳବତ୍ତର ରହିଛି ।

   Related Posts