Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କେମିତି ହୋଇଥିଲା ଆକବରଙ୍କ ସୁନ୍ଦରୀ ସ୍ତ୍ରୀ ଜୋଧାଙ୍କ ମୃତ୍ୟୁ; ଜାଣନ୍ତୁ

4/02/2019 at 3:49 PM

ଆକବର ଓ ଜୋଧା ବାଇ ପରସ୍ବରକୁ ହୁତ ପ୍ରେମ କରୁଥିଲେ | ରାଣୀ ଜୋଧା ବାଇ ହିଁ ଆକବରଙ୍କ ବଂଶ ରକ୍ଷା କରିଥିଲେ | କିନ୍ତୁ ଜୋଧାଙ୍କ ମୃତ୍ୟୁକୁ ନେଇ ଇତିହାସରେ କିଛି ତଥ୍ୟ ନାହିଁ |


କିଛି ଐତିହାସିକ କହିଛନ୍ତି ଯେ, ରାଣୀ ଜୋଧାଙ୍କ ମୃତ୍ୟୁ ରୋଗରେ ପଡିବା ଯୋଗୁଁ ହୋଇଥିଲା | ଜୋଧାଙ୍କ ବଡ ପୁଅ ଥିଲେ ସଲିମ | ଜୋଧା ସଲିମଙ୍କୁ ବହୁତ ସ୍ନେହ କରୁଥିଲେ | ସଲିମ ଲୋକଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ | ଅନେକ କୁକର୍ମରେ ଲିପ୍ତ ଥିଲେ | ସଲିମଙ୍କ କୁକର୍ମ ପାଇଁ ବହୁତ ଚିନ୍ତିତ ଥିଲେ ରାଣୀ ଜୋଧା ବାଇ |

ଶେଷରେ ସଲିମ ରାଜଗାଦି ପାଇଁ ବାପା ଆକବରଙ୍କ ସହ ଯୁଦ୍ଧ କରିଥିଲେ | ଯାହାଫଳରେ ଜୋଧା ଅତ୍ୟନ୍ତ ଚିନ୍ତିତ ହୋଇପଡିଥିଲେ | ତାଙ୍କୁ ଶକ୍ତ ଆଘାତ ଲାଗିଥିଲା | ଏହାପରେ ଜୋଧା ରୋଗରେ ପଡି ଶଯ୍ୟାଶାୟୀ ହୋଇଗଲେ | ଜୋଧାଙ୍କୁ ହୃଦଘାତ ହେଲା ଏବଂ ୧୬୨୩ ମସିହା ଜୁନ ୧୬ ତାରିଖରେ ରାଣୀ ଜୋଧା ବାଇଙ୍କ ମୃତ୍ୟୁ ହୋଇ ଯାଇଥିଲା | ଜୋଧାଙ୍କ ମୃତ୍ୟୁ ପରେ ସଲିମ ଜୋଧାଙ୍କ ଶବକୁ ଆକବରଙ୍କ କବର ପାଖରେ ପୋତି ଦେଇଥିଲେ |

   Related Posts