Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏହି ରାଶିର ବ୍ୟକ୍ତିଙ୍କୁ ହୋଇପାରେ ପ୍ରଚୁର ଧନ ଲାଭ, ଡିସେମ୍ବର ମାସ ଦ୍ୱିତୀୟ ସୋମବାରରେ ଖୋଲିଯିବ ଭାଗ୍ୟ

9/12/2019 at 3:51 PM

କିଛି ରାଶିର ଲୋକଙ୍କୁ ଧନ ଲାଭ ହୋଇପାରେ। ଏହି ରାଶିର ଲୋକଙ୍କର ଆଗକୁ  ବହୁତ ଭଲ ଦିନ ଆସିବ। ଜୀବନରେ ଅନେକ ସୁଖ ମିଳିବ। ବ୍ୟବସାୟରେ ବ୍ୟବସାୟୀଙ୍କୁ ଲାଭ ମିଳିବ ଓ ଧନ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଅନେକ ଖୁସି ଖବର ମିଳିବ। କାର୍ଯ୍ୟସ୍ଥାନରେ ମାନ ସମ୍ମାନରେ ବୃଦ୍ଧି ହେବ। ତେବେ ଏହି ୬ଟି ରାଶି ବିଷୟରେ ଜାଣନ୍ତୁ ଯେଉଁମାନଙ୍କ ଭାଗ୍ୟରେ ଆଜିଠୁ ବଡ ପରିବର୍ତ୍ତନ ହେବ।

ଧନୁ,ବିଚ୍ଛା ଓ କନ୍ୟା ରାଶି- ଆସନ୍ତା ସମୟରେ ଏହି ରାଶିର ଲୋକଙ୍କୁ ଅନେକ ଖୁସି ଖବର ମିଳିବ। ବର୍ଷ ବର୍ଷ ଧରି କୋର୍ଟରେ ଚାଲୁଥିବା ମାମଲାରେ ସଫଳତା ହାସଲ ହେବ। ନୂଆ କାମ ଆରମ୍ଭ କରିବା ପାଇଁ ବହୁତ ଭଲ ସମୟ ରହିଛି। ଜାଗା ବାଡି କିଣିବା ପାଇଁ ଆଜି ଶୁଭ ସମୟ ରହିଛି। କର୍ମଚାରୀମାନଙ୍କୁ ଅନେକ ଖୁସି ଖବର ମିଳିବ ଓ ଦରମା ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ମାଆ ବାପାଙ୍କ ସହ ଗୁରୁଜନଙ୍କ ସହଯୋଗ ମିଳିବ। ପାଠ ପଢୁଥିବା ପିଲାମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇପାରନ୍ତି।

କର୍କଟ, କୁମ୍ଭ ଓ ମିଥୁନ ରାଶି- ଏହି ରାଶିର ଲୋକମାନଙ୍କର ଧନ ଲାଭର ଯୋଗ ରହିଛି। କାର୍ଯ୍ୟସ୍ଥାନରେ ମାନ ସମ୍ମାନରର ବୃଦ୍ଧି ହେବ। ବୈବାହିକ ଜୀବନରେ ସନ୍ତାନ ସୁଖ ମିଳିବ। ସବୁ ସମସ୍ୟାର ସମାଧାନ ହେବ ଓ ଘରେ ସୁଖ, ଶାନ୍ତି ଓ ସମୃଦ୍ଧିର ପରିବେଶ ରହିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ଆୟ ବୃଦ୍ଧି ହୋଇପାରେ । ସେମାନଙ୍କର ପଦୋନ୍ନତି ମଧ୍ୟ ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କୁ ବହୁ ପ୍ରକାରର ଲାଭ ମିଳିବ । 

   Related Posts