Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପତ୍ନୀଙ୍କ ଦ୍ୱିତୀୟ ବିବାହ ଭଣ୍ଡୁର କରିଥିବା ପତି ପୁଣି ଆସି ଗାଳି ଗୁଲଜ କରିଥିବା ଅଭିଯୋଗ

3/12/2019 at 10:38 PM

ଭୁବନେଶ୍ୱର ୦୩।୧୨-  ଭୁବନେଶ୍ବର ନୟାପଲ୍ଲୀରେ ସ୍ତ୍ରୀର ଦ୍ବିତୀୟ ବାହାଘର ଭଣ୍ଡୁର କରିଥିବା ସ୍ବାମୀ ରାକେଶ ବାରିକ ଆଜି ପୁଣି ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଝିଅ ଘର ଲୋକଙ୍କୁ ଧମକ ଚମକ ଦେବା ସହ ଗାଳି ଗୁଲଜ କରୁଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ରାକେଶକୁ ଅଟକ ରଖିଥିଲା । ତେବେ ଆଗକୁ ଏଭଳି କାର୍ଯ୍ୟ ନକରିବା ନେଇ ରାକେଶଙ୍କୁ ୱାର୍ଣ୍ଣିଂ ଦେଇ ଜାମିନରେ ଚାଡିଛି ପୋଲିସ । ସେପଟେ ସ୍ତ୍ରୀ ବିପଦରେ ଥିବା ସନ୍ଦେହ ହେବାରୁ ଦେଖା କରିବାକୁ ଆସିଥିଲି ବୋଲି ରାକେଶ କହିଛନ୍ତି ।

   Related Posts