ପତ୍ନୀଙ୍କ ଦ୍ୱିତୀୟ ବିବାହ ଭଣ୍ଡୁର କରିଥିବା ପତି ପୁଣି ଆସି ଗାଳି ଗୁଲଜ କରିଥିବା ଅଭିଯୋଗ

ଭୁବନେଶ୍ୱର ୦୩।୧୨- ଭୁବନେଶ୍ବର ନୟାପଲ୍ଲୀରେ ସ୍ତ୍ରୀର ଦ୍ବିତୀୟ ବାହାଘର ଭଣ୍ଡୁର କରିଥିବା ସ୍ବାମୀ ରାକେଶ ବାରିକ ଆଜି ପୁଣି ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଝିଅ ଘର ଲୋକଙ୍କୁ ଧମକ ଚମକ ଦେବା ସହ ଗାଳି ଗୁଲଜ କରୁଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ରାକେଶକୁ ଅଟକ ରଖିଥିଲା । ତେବେ ଆଗକୁ ଏଭଳି କାର୍ଯ୍ୟ ନକରିବା ନେଇ ରାକେଶଙ୍କୁ ୱାର୍ଣ୍ଣିଂ ଦେଇ ଜାମିନରେ ଚାଡିଛି ପୋଲିସ । ସେପଟେ ସ୍ତ୍ରୀ ବିପଦରେ ଥିବା ସନ୍ଦେହ ହେବାରୁ ଦେଖା କରିବାକୁ ଆସିଥିଲି ବୋଲି ରାକେଶ କହିଛନ୍ତି ।
333 Views
ସମ୍ବନ୍ଧିତ ଖବର
ନିର୍ଭୟା ଦୋଷୀଙ୍କୁ ପଚରାଯିବନି ସେମାନଙ୍କ ଶେଷ ଇଛା
12 December 2019
ଚାଲିଛି ବେଆଇନ ପଥର ଖାଦାନ : ପଦା ହେଉଛି ଜଙ୍ଗଲ, ରାଜସ୍ବ ହରାଉଛନ୍ତି ସରକାର
12 December 2019
ମୃତ୍ୟୁର ଭୟ : ନିର୍ଭୟା ଦୋଷୀଙ୍କ ପେଟକୁ ଦାନା ଯାଉନି, ଆଖିକୁ ଆସୁନି ନିଦ
12 December 2019