Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଖୁବ୍ ଶୀଘ୍ର ଆସୁଛି କରୋନା ଭ୍ୟାକସିନ୍ : ଆମେରିକା,ଚୀନ ଏବଂ ୟୁରୋପର ଗବେଷକମାନେ ଏକାଠି ମିଶି କରୁଛନ୍ତି ଉଦ୍ୟମ

6/04/2020 at 5:13 PM

ଓ୍ବାଶିଂଟନ୍ ୬/୪: ଗତ ୩ମାସ ମଧ୍ୟରେ କରୋନା ଭାଇରସ୍ ଏକ ମହାମାରୀର ରୂପ ନେଇଛି। ଚୀନ,ୟୁରୋପ ଏବଂ ଆମେରିକା କରୋନା ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ଆଗଭର ହୋଇଛି। ୩ଟି ଦେଶରେ ଭ୍ୟାକସିନର ଟ୍ରାୟଲ୍ ବଡ଼ ସ୍ତରରେ ଚାଲିଛି। ଏହା ସଫଳ ହେଲେ ସରକାର ପ୍ରଥମେ ନିଜ ଦେଶର ଲୋକଙ୍କୁ ଭ୍ୟାକସିନ୍ ଯୋଗାଇବାକୁ ଉଦ୍ୟମ କରିବ। ଖାସ୍ କଥା ହେଉଛି ଏହା ଯେ ଏବେ ଅନେକ କମ୍ପାନୀ ନିଜର ପ୍ରତିସ୍ପର୍ଦ୍ଧାକୁ ଭୁଲି ଦେଶ ପାଇଁ ଏକଜୁଟ ହୋଇ ଦେଶର ହିତ ପାଇଁ କାମ କରୁଛନ୍ତି ଏବଂ ଭ୍ୟାକସିନ୍ ମିାନରେ ଜୁଟିଛନ୍ତି।

ଚୀନରେ ୧୦୦୦ବୈଜ୍ଞାନିକ ଭ୍ୟାକସିନ ନିର୍ମାଣ କରୁଛନ୍ତି। ଏଠାକାର ଏକାଡେମୀ ଅଫ୍ ମିଲିଟ୍ରି ମେଡିକାଲ୍ ସାଇନ୍ସ ଭ୍ୟାକସିନ ପ୍ରସ୍ତୁତ କରିଛି ଯାହାକୁ ଟ୍ରାୟଲ୍ ପାଇଁ ଭର୍ତ୍ତି କରାଯାଉଛି। ଚୀନ ଅନ୍ୟ ଦେଶଠୁ ପଛରେ ନାହିଁ।

   Related Posts