Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଜନବସତି ଆଡକୁ ୧୦୦ମିଟର ମାଡିଆସିଲା ସମୁଦ୍ର, ନିକଟବର୍ତ୍ତୀ ଗାଁ ଲୋକେ ଆତଙ୍କିତ

7/09/2021 at 10:59 AM

ଜଗତସିଂହପୁର ୭।୯: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଶିଆଳି ନିକଟରେ ଜନବସତି ଆଡ଼କୁ ମାଡିଆସିଲା ସମୁଦ୍ର । ଜନବସତି ଆଡକୁ ସମୁଦ୍ର ପ୍ରାୟ ୧୦୦ମିଟର ମାଡି ଆସିବା ଫଳରେ ସମୁଦ୍ର ନିକଟବର୍ତ୍ତୀ ପଦ୍ମପୁର, ଶିଆଳି, ରାମତରା ଓ କଳାବେଦୀ ଆଦି ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି ।

ସମୁଦ୍ର ମାଡି ଆସିବା ଯୋଗୁଁ ଶିଆଳି ବେଳାଭୂମିରେ ଥିବା ଭିୟୁ ଟାୱାର ବିପଦ ସଙ୍କୁଳ ହୋଇ ପଡିଛି । ଗତବର୍ଷ ମଧ୍ୟ କଳା ବେଦୀ ନିକଟରେ ସମୁଦ୍ର ମାଡିଆସି ଆଡ଼ି ବନ୍ଧ ଭାଙ୍ଗିଯିବା ଫଳରେ ଜନବସତି ଓ ଚାଷ ଜମିରେ ଲୁଣା ପାଣି ମାଡ଼ି ଯାଇ ବ୍ୟାପକ କ୍ଷତି ଘଟିଥିଲା । ତେବେ ଏହାର ବର୍ଷକ ପରେ ମଧ୍ୟ ଏହା ମରାମତି ହୋଇ ନଥିବା ବେଳେ ପୁନର୍ବାର ସମୁଦ୍ର କୂଳ ଲଙ୍ଘିବା ଘଟଣା ସ୍ଥାନୀୟଲୋକଙ୍କୁ ଆତଙ୍କିତ କରିଛି ।

   Related Posts