Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଦେଖନ୍ତୁ ଭିଡିଓ-ଗାଁକୁ ଗିଳୁଛି ସମୁଦ୍ର, ବିପଦ ଜନକ ଭାବେ ସମୁଦ୍ର ଗର୍ଭରେ ଲୀନ ହେଉଛି ଘର

28/08/2019 at 4:05 PM

ବ୍ରହ୍ମପୁର .- ଗଞ୍ଜାମ ଜିଲ୍ଲାର ରାମୟାପାଟଣା ଏବେ ସମୁଦ୍ର ଗର୍ଭରେ ଲୀନ ହେବା ପାଇଁ ବସଛି । ଏଠାରେ ଅଧଂକାଂଶ ମତ୍ସଜୀବୀ ବସ ବାସ କରନ୍ତି , ସମୁଦ୍ର କୂଳରେ ରହିଛି ଏମାନଙ୍କ ଘର । ମାତ୍ର ଗତ କିଛି ବର୍ଷ ହେଲା ସମୁଦ୍ର ଏମାନଙ୍କ ଉପରେ ଦାଉ ସାଧୁଛି । ସମୁଦ୍ର କୂଳ ଲଂଘିଥିବା ବଳେ ବେଳାଭୂମି ସମୁଦ୍ର ଗର୍ଭରେ ଲୀନ ହୋଇଛି ।

ଏବେ ସମୁଦ୍ର ଏତେ ଭଯଙ୍କର ହୋଇଛି ଯେ ପୁରା ଗାଁକୁ ଗିଳିଦେବା ପାଇଁ ବସିଛି । କେବଳ ସେତିକି ନୁହେଁ ଅନେକ ଘର କରାଳ ସମୁଦ୍ରର ଉତ୍ତାଳ ଉର୍ମୀମାଳା ମଧ୍ୟରେ ଲୀନ ହୋଇଛି । ଦେଖନ୍ତୁ କିପରି ସମୁଦ୍ର ଗର୍ଭରେ ଲୀନ ହେଉଛି ଏକ ଘର ତତାହାର ଲାଇଭ୍‌ ଭିଜୁଆଲ୍‌

ଏବେ ଗାଁର ଲୋକ ବାଧ୍ୟ ହୋଇ ଅନ୍ୟସ୍ଥାନରେ ଆଶ୍ରୟ ନେଇଛନ୍ତି ।

ସମୁଦ୍ର ଉଚ୍ଚର ଲହରି ଓ ଜୁଆର ମଧ୍ୟରେ ଏବେ ଅନେକ ଘର ଲୀନ ହେବାର ଆଶଙ୍କ ରହିଛି ।

   Related Posts