ଦେଖନ୍ତୁ ଭିଡିଓ-ଗାଁକୁ ଗିଳୁଛି ସମୁଦ୍ର, ବିପଦ ଜନକ ଭାବେ ସମୁଦ୍ର ଗର୍ଭରେ ଲୀନ ହେଉଛି ଘର

Published By : Prameya-News7 Bureau | August 28, 2019 IST

ବ୍ରହ୍ମପୁର .- ଗଞ୍ଜାମ ଜିଲ୍ଲାର ରାମୟାପାଟଣା ଏବେ ସମୁଦ୍ର ଗର୍ଭରେ ଲୀନ ହେବା ପାଇଁ ବସଛି । ଏଠାରେ ଅଧଂକାଂଶ ମତ୍ସଜୀବୀ ବସ ବାସ କରନ୍ତି , ସମୁଦ୍ର କୂଳରେ ରହିଛି ଏମାନଙ୍କ ଘର । ମାତ୍ର ଗତ କିଛି ବର୍ଷ ହେଲା ସମୁଦ୍ର ଏମାନଙ୍କ ଉପରେ ଦାଉ ସାଧୁଛି । ସମୁଦ୍ର କୂଳ ଲଂଘିଥିବା ବଳେ ବେଳାଭୂମି ସମୁଦ୍ର ଗର୍ଭରେ ଲୀନ ହୋଇଛି ।

{"id":150052}

ଏବେ ସମୁଦ୍ର ଏତେ ଭଯଙ୍କର ହୋଇଛି ଯେ ପୁରା ଗାଁକୁ ଗିଳିଦେବା ପାଇଁ ବସିଛି । କେବଳ ସେତିକି ନୁହେଁ ଅନେକ ଘର କରାଳ ସମୁଦ୍ରର ଉତ୍ତାଳ ଉର୍ମୀମାଳା ମଧ୍ୟରେ ଲୀନ ହୋଇଛି । ଦେଖନ୍ତୁ କିପରି ସମୁଦ୍ର ଗର୍ଭରେ ଲୀନ ହେଉଛି ଏକ ଘର ତତାହାର ଲାଇଭ୍‌ ଭିଜୁଆଲ୍‌

wp:core-embed/youtube {"url":"https://www.youtube.com/watch?v=x3bGhpF7fL8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=x3bGhpF7fL8
/wp:core-embed/youtube

ଏବେ ଗାଁର ଲୋକ ବାଧ୍ୟ ହୋଇ ଅନ୍ୟସ୍ଥାନରେ ଆଶ୍ରୟ ନେଇଛନ୍ତି ।

{"id":150053}

ସମୁଦ୍ର ଉଚ୍ଚର ଲହରି ଓ ଜୁଆର ମଧ୍ୟରେ ଏବେ ଅନେକ ଘର ଲୀନ ହେବାର ଆଶଙ୍କ ରହିଛି ।

{"id":150054}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.