ସାରୁଅ ଜମି କେଳେଙ୍କାରୀ: ତରଙ୍ଗ ଷ୍ଟୁଡିଓରେ ପହଁଞ୍ଚିଲେ ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ର

Published By : Prameya-News7 Bureau | October 16, 2020 IST

ଭୁବନେଶ୍ବର୧୬/୧୦: ସାରୁଅ ଜମି କେଳେଙ୍କାରୀ ମାମଲା। ତରଙ୍ଗ ଷ୍ଟୁଡିଓରେ ପହଁଞ୍ଚିଲେ ଖୋର୍ଦ୍ଧା SDPO ସୁଶୀଲ ମିଶ୍ର। ତାଙ୍କ ସହ ଆଦର୍ଶ ଥାନା ଆଇଆଇସି ଉମାଶଙ୍କର ସିଂହ ମଧ୍ୟ ପହଞ୍ଚିଛନ୍ତି।ଜଗି ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହଙ୍କୁ ପଚରାଉଚୁରା କରିବ ଟିମ୍‌।

ଏନେଇ ଗତକାଲି ପ୍ରଶାସନ ପକ୍ଷରୁ ନୋଟିସ୍‌ ଲଗାଯାଇଥିଲା ।ଗତକାଲି ରଣଧୀର ସିଂହ ତଦନ୍ତରେ ସହଯୋଗ କରିନଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ଗତକାଲି ତରଙ୍ଗ ଷ୍ଟୁଡିଓ ଗେଟ୍ ସାମ୍ନାରେ ନୋଟିସ୍‌ ଝୁଲାଇଥିଲା ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.