ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦: ସ୍କୋର ଟାଇ, ସୁପର ଓଭରରେ ହେବ ଫଇସଲା

Published By : Prameya-News7 Bureau | January 31, 2020 IST

ୱେଲିଂଟନ୩୧।୦୧:  ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ ମ୍ୟାଚ୍ । ୪ର୍ଥ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ନିମନ୍ତେ ଆମନ୍ତ୍ରଣ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ଭାରତ କରିଥିଲା ୧୬୫ ରନ୍।  କ୍ୱିଓ୍ବି ଟିମ୍ ୧୬୬ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ୭ ୱିକେଟ୍ ବିନିମୟରେ ୧୬୫ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ହାତ ପାହାନ୍ତାରେ ଥିବା ବିଜୟ ହାସଲ କରିପାରିନଥିଲେ ନ୍ୟୁଜିଲାଣ୍ଡ । ଶେଷରେ ମ୍ୟାଚ୍‌ର ସ୍କୋର ଟାଇ ହୋଇଛି । ମ୍ୟାଚ୍‌ ଫଇସଲା ଏବେ ସୁପର ଓଭରରେ ନିର୍ଣ୍ଣୟ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.