ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ ଉପରୁ ଖସି ପଡିଲା ସ୍କୁଟି : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | May 27, 2019 IST

ଭୁବନେଶ୍ବର ୨୭/୫ : ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ ଉପରୁ ଖସି ପଡିଲା ସ୍କୁଟି । ସ୍କୁଟିରେ ୨ ଜଣ ଯାଉଥିଲେ । ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଗୁରୁତରଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି । ଉଭୟ ସ୍କୁଟି ନେଇ ଆଚାର୍ଯ୍ୟବିହାର ଆଡୁ ଜୟଦେବ ବିହାର ଅଭିମୁଖେ ଯାଉଥିଲେ । ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି ।

{"id":116355}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.