ପିକ୍ଅପ୍ ଭ୍ୟାନ୍ ଧକ୍କାରେ ସ୍କୁଟି ଚାଳକ ମୃତ
25/06/2019 at 4:42 PM

ଖୋର୍ଦ୍ଧା ୨୫|୬: ଖୋର୍ଦ୍ଧା ପୀତାପଲ୍ଲୀଠାରେ ସଡକ ଦୁର୍ଘଟଣା ହୋଇଛି । ସ୍କୁଟିକୁ ଧକ୍କା ଦେଇଛି ପିକଅପ ଭ୍ୟାନ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ସ୍କୁଟି ଚାଳକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିକଅପ ଭ୍ୟାନ୍ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021