ସ୍କୁଟି କୁ ପିଟିଲା ବାଇକ୍,ଦୁଇ ଗୁରୁତର ଦୁଇ ଆହତ
7/11/2018 at 8:47 PM

ବାଲିପାଟଣା୦୭/୧୧- ସ୍କୁଟି କୁ ପିଟିଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହାତ ହୋଇଛିନ୍ତି । ଘଟଣା ଘଟିଛି ଉତ୍ତରା – ବାଲିପାଟଣା ରାସ୍ତା ଶିଶିଲୋ ଛକ ନିକଟରେ । ସ୍କୁଟିର ଆସୁଥିବା ସୁକୁଟା ଓଝା ଏବଂ ପିଙ୍କି ଓଝାଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ମୁହଁ।ମୁହିଁ ଧକକା ହୋଇଥିଲା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଦୁଇ ଆହତ ହୋଇଛନ୍ତି । ସମସ୍ତଙ୍କୁ ୧0୮ ଆମ୍ବୁଲାନ୍ସ ଯୋଗେ କ୍ଯାପିଟାଲ୍ ହସପିଟାଲ୍ ରେ ଉର୍ତ୍ତି କରାଯାଇଛି । ବାଇକ୍ ରେ ଥିବା ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ ।