Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୨ ଟଙ୍କାରେ ଦୂର ହେବ କ୍ୟାନସର! ଏଭଳି ଉପାୟ ବାହାର କଲେ ଆମେରିକାର ବୈଜ୍ଞାନିକ,ଜାଣନ୍ତୁ କଣ

24/09/2019 at 8:13 PM

ନୂଆଦିଲ୍ଲୀ୨୪|୯: ମଣିଷ ସୁସ୍ଥ ରହିବା ଲାଗି ସବୁବେଳେ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥାଏ। ରୋଗ ମଣିଷ ଜୀବନକୁ ନଷ୍ଟ କରିଦେବା ସହ ଜୀବନ ମଧ୍ୟ ନେଇ ଯାଇଥାଏ। ଏମିତି ଭୟଙ୍କର ରୋଗ ଅଛି ଯାହା ଭଲ ହେବା ସମ୍ଭବ ନୁହେଁ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସତ୍ବେ ମଣିଷ ଭଲ ହୋଇନଥାନ୍ତି। ରୋଗ ମଧ୍ୟରୁ କ୍ୟାନସର ଏଭଳି ରୋଗ ଯାହା ନାଁ ଶୁଣିଲେ ଲୋମ ଟାଙ୍କୁରି ଉଠିଥାଏ।

କ୍ୟାନସର ରୋଗର ଆରମ୍ଭରୁ ଜଣା ପଡିନଥାଏ। ଯେତେବେଳେ ଏହି ରୋଗ ବଢ଼ିଯାଏ ଭଲ କରିବାଲାଗି କାଠିକର ପାଠ ହୋଇଥାଏ। ଏହି ମରାତ୍ମାକ ରୋଗର ଚିକିତ୍ସାଲାଗି ଅଧିକ ଟଙ୍କା ଦରକାର ହୋଇଥାଏ। କ୍ୟାନସର ଭଳି ଭୟଙ୍କର ରୋଗର ପ୍ରତିକାର ଲାଗି ଆମେରିକାର ଲଡଓ୍ବିଙ୍ଗ ଇନଚ୍ୟୁଷ୍ଟ ଫର୍‌ କ୍ୟାନସର ରିଚର୍ସ ସେଣ୍ଟରରେ ବୈଜ୍ଞାନିକମାନେ ନୂଆ ଉପାୟ ବାହା କରିଛନ୍ତି।

ଆମେରିକାର ଗବେଷକଙ୍କ କହିବା ମୁତାବକ,  ଏପର୍ଯ୍ୟନ୍ତ କ୍ୟାନସ ରୋଗର ଚିକିତ୍ସାଲାଗି ଯେଉଁ ପଦ୍ଧତି ବାହାରିଛି। ତାହା କ୍ୟାନସର ରୋଗକୁ ସମ୍ପୂର୍ଣ୍ଣ ଭଲ କରି ପାରିନାହିଁ। ତେଣୁ ବ୍ୟାକିଙ୍ଗ ସୋଡ଼ାରେ କ୍ୟାନସର ରୋଗ ଚିକିତ୍ସା ହୋଇପାରିବ ବୋଲି ଆମେରିକା ଗବେଷକ କହିଛନ୍ତି। ବ୍ୟାକିଙ୍ଗ ସୋଡାର ଦାମ ଅଧିକ ଦାମ ନୁହେଁ, ଏହାକୁ ସବୁବର୍ଗର ଲୋକ ବ୍ୟବହାର କରିପାରିବେ।

ଗବେଷକଙ୍କ କହିବା ମୁତାବକ, ପାଣିରେ ବ୍ୟାକିଙ୍ଗ ସୋଡ଼ା ମିଶାଇ ରୋଗୀଙ୍କୁ ପିଇବାକୁ ଦେଲେ ଏହାର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମଳିଥାଏ। କେମୋଥେରାପି ଓ ଦାମୀ ଔଷଧଠାରୁ ବ୍ୟାକିଙ୍ଗ ସୋଡ଼ା ଦ୍ରୁତଗତିରେ ଟ୍ୟୁମର ସେଲ୍ସ ବୃଦ୍ଧି ହେବାରୁ ରୋକି ଥାଏ।

   Related Posts