Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁଶୁଡ଼ି ପଡିଲା ସ୍କୁଲ କାନ୍ଥ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

22/08/2018 at 5:00 PM

ଭୁଶୁଡ଼ି ପଡିଲା ସ୍କୁଲ କାନ୍ଥ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ | ଅଘଟଣର ଖବର ଆସିଛି କେନ୍ଦ୍ରାପଡ଼ା ଚାନ୍ଦୋଳ ଫାଣ୍ଡି ଚ୍ଛକ ଠାରେ ଥିବା ତୋଟା ସାହି ପ୍ରକଳ୍ପ ପ୍ରାଥମିକ ସ୍କୁଲରୁ | କାନ୍ଥ ଭୁଶୁଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି |

   Related Posts