School runs in shabby building

Published By : Prameya-News7 Bureau | July 11, 2018 IST

ଯାଜପୁର କୋରେଇ ଫାଜଲପୁର ସ୍କୁଲରେ କୁନି କୁନି ପିଲାମାନେ ବିପଦ ସଂଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି। ଭଙ୍ଗା ଦଦରା ଚାଳ ଛପର ଘରେ ସ୍କୁଲ। ଆସରାଏ ବର୍ଷାରେ ପାଣି ଗଳୁଛି। ବର୍ଷା ଦିନେ ସ୍କୁଲ ବନ୍ଦ। ଅଭିଯୋଗ କଲେ ଶୁଣୁଛି କିଏ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.