Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ସବୁ ସ୍କୁଲ ବନ୍ଦ, ଘୁଞ୍ଚିଲା ପରୀକ୍ଷା : କେବଳ ଦ୍ବାଦଶ ପରୀକ୍ଷା ସହ ହେବ ଖାତା ଦେଖା

16/03/2020 at 2:27 PM

ଭୁବନେଶ୍ବର ୧୬।୦୩:  ରାଜ୍ୟର ସବୁ ସ୍କୁଲ ବନ୍ଦ, ଘୁଞ୍ଚିଲା ପରୀକ୍ଷା । ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ପ୍ରଥମରୁ ନବମ ଓ ଏକାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ସ୍କୁଲକୁ ଶିକ୍ଷକ ଆସିବେନି । କିନ୍ତୁ ଫୋନ୍ ରେ ଯୋଗାଯୋଗ କରାଯାଇ ପାରିବ । ତେବେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଜାରି ରହିବ । ଦଶମ ଶ୍ରେଣୀ  ଓ ଦ୍ବାଦଶ ଶ୍ରେଣୀ ଖାତା ଦେଖା ଚାଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଘରୋଇ ଟ୍ୟୁସନ୍  ଓ କୋଚିଂ ସେଣ୍ଟର ବି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ରବିବାର ଦିନ କରୋନାରେ ଜଣେ ଆକ୍ରାନ୍ତ ହୋଇ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବଂ ତାଙ୍କ ରିପୋର୍ଟ ପଜେଟିଭ୍‌ ରହିଛି । ବର୍ତ୍ତମାନ ସେ ସ୍ବତନ୍ତ ଓ୍ବାର୍ଡରେ ଚିକିତ୍ସା ଜାରି ରହିଛି । ଯୁବକ ଜଣକ ଇଟାଲୀ ଗସ୍ତ କରିଥିଲେ । ଏବଂ ଇଟାଲୀରୁ ଫେରିବା ପରେ ଥଣ୍ଡା ଓ କାଶ ଲାଗି ରହିଥିଲା ।

   Related Posts