ଲଗାଣ ବର୍ଷା ଯୋଗୁ ଆଜି କଟକରେ ସବୁ ସ୍କୁଲ କଲେଜ ଛୁଟି ।
6/09/2018 at 1:51 PM

ଭୁବନେଶ୍ଵର;୦୬/୦୯- ଲଗାଣ ବର୍ଷା ଯୋଗୁ ଆଜି କଟକରେ ସବୁ ସ୍କୁଲ କଲେଜ ଛୁଟି । ଆଜି ପାଇଁ କ୍ଲାସ ସସପେଣ୍ଡ ଘୋଷଣା । ଛୁଟି ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।