ଜଗତସିଂହପୁର , ପୁରୀ ଓ କେନ୍ଦ୍ରାପଡାରେ ୨ ଦିନ ଛୁଟି ଘୋଷଣା
7/11/2019 at 4:52 PM

ପୁରୀ /ଜଗତସିଂହପୁର – ଜଗତସିଂହପୁର , କେନ୍ଦ୍ରାପଡା ଓ ପୁରୀରେ ଦୁଇ ଦିନିଆ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାତ୍ୟା ଯୋଗୁଁ ସାମ୍ଭବ୍ୟ ବର୍ଷା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ତିନି ଜିଲ୍ଲାର ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି ।
ଶୁକ୍ରବାର ଓ ଶନିବାର ଏହି ଛୁଟି ଘୋଷଣା କରାଯାଇଛି । ଏହି ଦିନ ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡି ଛୁଟି ରହିବ ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021