Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଲକ୍‌ଡାଉନ୍‌ରେ ବି ସ୍କୁଲ ପିଲା ପଢ଼ିବେ ପାଠ: ଅନ୍‌ଲାଇନ୍‌ରେ କରାଗଲା ବ୍ୟବସ୍ଥା

28/04/2020 at 5:26 PM

ଭୁବନେଶ୍ବର୨୮/୪: ଲକ୍‌ଡାଉନ୍‌ରେ ସ୍କୁଲ, କଲେଜରେ ପଡିଛି ତାଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲରେ ମଧ୍ୟ ପଡିଛି ତାଲା। ଲକ୍‌ଡାଉନ୍‌ରେ ପିଲାଙ୍କ ପାଠ ପଢ଼ାରେ ଯେମିତି କୌଣସି ବାଧା ନ ଉପୁଜିବ, ସେଥିପ୍ରତି  ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଅନଲାଇନ୍‌ରେ ପିଲାଙ୍କ ପାଠ ପଢିବା ବ୍ୟବସ୍ଥା କରାଯାଇଛି ।

ଏହାସହ କିଭଳି ପାଠ୍ୟପୁସ୍ତକ ପିଲାଙ୍କ ନିକଟରେ ପହଞ୍ଚିବ ସେନେଇ ମଧ୍ୟ ବ୍ୟବସ୍ଥା କରିଛନ୍ତି ସରକାର । କେଉଁ କେଉଁ ସ୍ଥାନରେ ନିଜେ ଶିକ୍ଷକ ଯାଇ ଘରେ ଘରେ ପିଲାଙ୍କୁ ବହି ଯୋଗାଉଛନ୍ତି ତ ଆଉ କେଉଁଠି ସ୍କୁଲ ଗୁଡିକରେ ପୁସ୍ତକ ବଣ୍ଟାଯାଉଛି । ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଆସି ପୁସ୍ତକ ନେଉଛନ୍ତି ।

   Related Posts