ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ଭଞ୍ଜନଗର ବିରିକୋଟ ଗାଁରେ ବନ୍ୟାଜଳ ପଶି ଭୁଶୁଡିପଡିଲା ସ୍କୁଲ ଘର

13/10/2018 at 9:28 AM

ଗଞ୍ଜାମ ୧୩|୧୦: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । ବିରିକୋଟି ଗାଁରେ ବନ୍ୟାଜଳ ପଶି ଭୁଶୁଡିଛି ସ୍କୁଲ ଘର । ବିରିକୋଟିର ପ୍ରାଥମିକ ବିଦ୍ୟାଳୟର ଗୃହଟି ସମ୍ପୂର୍ଣ୍ଣ ଭୁଶୁଡି ନଦୀରେ ଭାସିଯାଇଛି । ଏବେବି ପାଣିର ସ୍ରୋତ ରାସ୍ତା ଉପରେ ପ୍ରବହିତ ହେଉଛି । ବର୍ତ୍ତମାନ ସୁଦ୍ଧା ସଲପଗୁଡା ଏବଂ ବିରିକୋଟା ଗାଁଲୋକେ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ।

   Related Posts