ଭଞ୍ଜନଗର ବିରିକୋଟ ଗାଁରେ ବନ୍ୟାଜଳ ପଶି ଭୁଶୁଡିପଡିଲା ସ୍କୁଲ ଘର
13/10/2018 at 9:28 AM

ଗଞ୍ଜାମ ୧୩|୧୦: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । ବିରିକୋଟି ଗାଁରେ ବନ୍ୟାଜଳ ପଶି ଭୁଶୁଡିଛି ସ୍କୁଲ ଘର । ବିରିକୋଟିର ପ୍ରାଥମିକ ବିଦ୍ୟାଳୟର ଗୃହଟି ସମ୍ପୂର୍ଣ୍ଣ ଭୁଶୁଡି ନଦୀରେ ଭାସିଯାଇଛି । ଏବେବି ପାଣିର ସ୍ରୋତ ରାସ୍ତା ଉପରେ ପ୍ରବହିତ ହେଉଛି । ବର୍ତ୍ତମାନ ସୁଦ୍ଧା ସଲପଗୁଡା ଏବଂ ବିରିକୋଟା ଗାଁଲୋକେ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ।
Related Posts
ଗୁଣିଗାରେଡି ସନ୍ଦେହରେ ପିଟି ପିଟି ହତ୍ୟା ଘଟଣା, ୭ ଗିରଫ
20 May 2022