Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଏସ୍‌ସିବି ମେଡିକାଲ ଫାଣ୍ଡି କନେଷ୍ଟବଳ କରୋନା ପଜିଟିଭ୍‌

10/07/2020 at 7:21 AM

କଟକ୧୦/୭: ଏସ୍‌ସିବି ମେଡିକାଲ ଫାଣ୍ଡି କନେଷ୍ଟବଳଙ୍କୁ ପଜିଟିଭ୍‌। ତାଙ୍କ ସଂପର୍କରେ ଆସିଥିବା ଅଧିକାରୀ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ ହେବ। ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀଙ୍କର ହେବ ଟେଷ୍ଟ।

କଟକ ସହରର ପ୍ରଥମ ପୋଲିସ କର୍ମଚାରୀ ଭାବେ କନଷ୍ଟେବଳ ଜଣକକୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ୫୦ ଜଣ ପୋଲିସ କର୍ମଚାରୀ,ମେଡିକାଲ ଓ ସାଧାରଣ ଲୋକଙ୍କର ଶୁକ୍ରବାର କରୋନା ପରୀକ୍ଷା ହେଵ। ଏସ୍ ସି ଵି ଫାଣ୍ଡିକୁ ଆଇସୋଲେସନ୍ ଓ୍ବାର୍ଡ କରାଯାଇ ସେଠାରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଏସ୍‌ସିବି ଫାଣ୍ଡିରେ ହିଁ କରାଯିବ ଆଇସୋଲେସନ୍‌ ବ୍ୟବସ୍ଥା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସେହି ଆଇସୋଲେସନ୍‌ରେ ରଖାଯିବ। ଏନେଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି।

   Related Posts