ଅଭିନେତାଙ୍କୁ ଆୟକର ବିଭାଗର ଜେରା, ୨ଟି ବାସଭବନରେ ଚଢାଉ

Published By : Prameya-News7 Bureau | February 05, 2020 IST

ଚେନ୍ନାଇ ୦୫। ୦୨: ଆୟକର ବିଭାଗ ସ୍କାନରରେ ତାମିଲ ଅଭିନେତା ବିଜୟ। ସିନେମାରେ ଟ୍ଯାକ୍ସ ଚୋରି ଅଭିଯୋଗରେ ବାସଭବନ ସମେତ ଫିଲ୍ମ ସେଟରେ ଚଢାଉ କରିଛି ଆୟକର ବିଭାଗ।
ସୂଚନାଯୋଗ୍ୟ ଯେ, ଏଜିଏସ ସିନେମା ଦ୍ବାରା ଟ୍ଯାକ୍ସ ଚୋରିର ଅଭିଯୋଗ ଆସିଥିଲା। ଆଯକର ବିଭାଗ ଏହାର ତଦନ୍ତ ଭାର ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ଘଟଣାର ତଦନ୍ତୁ ସମୟରେ ଆୟକର ବିଭାଗ ତାମିଲ ଅଭିନେତା ବିଜୟଙ୍କୁ ପଚରାଉଚରା କରିଛି। ବିଜୟଙ୍କୁ 'ମାଷ୍ଟର' ଫିଲ୍ମ ସେଟ୍ ଆୟକର ବିଭାଗକୁ ଅଧିକାରୀମାନେ ୫ଘଣ୍ଟା ଧରି ପଚରାଉଚରା କରିଥିଲେ। ଏବଂ ବିଜୟଙ୍କ ୨ଟି ବାସନରେ ମଧ୍ଯ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.