Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅଭିନେତାଙ୍କୁ ଆୟକର ବିଭାଗର ଜେରା, ୨ଟି ବାସଭବନରେ ଚଢାଉ

5/02/2020 at 10:11 PM

ଚେନ୍ନାଇ ୦୫। ୦୨: ଆୟକର ବିଭାଗ ସ୍କାନରରେ ତାମିଲ ଅଭିନେତା ବିଜୟ। ସିନେମାରେ ଟ୍ଯାକ୍ସ ଚୋରି ଅଭିଯୋଗରେ ବାସଭବନ ସମେତ ଫିଲ୍ମ ସେଟରେ ଚଢାଉ କରିଛି ଆୟକର ବିଭାଗ।
ସୂଚନାଯୋଗ୍ୟ ଯେ, ଏଜିଏସ ସିନେମା ଦ୍ବାରା ଟ୍ଯାକ୍ସ ଚୋରିର ଅଭିଯୋଗ ଆସିଥିଲା। ଆଯକର ବିଭାଗ ଏହାର ତଦନ୍ତ ଭାର ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ଘଟଣାର ତଦନ୍ତୁ ସମୟରେ ଆୟକର ବିଭାଗ ତାମିଲ ଅଭିନେତା ବିଜୟଙ୍କୁ ପଚରାଉଚରା କରିଛି। ବିଜୟଙ୍କୁ ‘ମାଷ୍ଟର’ ଫିଲ୍ମ ସେଟ୍ ଆୟକର ବିଭାଗକୁ ଅଧିକାରୀମାନେ ୫ଘଣ୍ଟା ଧରି ପଚରାଉଚରା କରିଥିଲେ। ଏବଂ ବିଜୟଙ୍କ ୨ଟି ବାସନରେ ମଧ୍ଯ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି।

   Related Posts