ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି : ୨ସପ୍ତାହ ସମୟ ମାଗିଲେ ଆମିକସ୍ କ୍ୟୁରି

Published By : Prameya-News7 Bureau | September 17, 2019 IST

ନୂଆଦିଲ୍ଲୀ ୧୭।୯: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ରିପୋର୍ଟ ପ୍ରଦାନ କରିବାକୁ କୋର୍ଟଙ୍କୁ ସମୟ ମାଗିଛନ୍ତି ଆମିକସ୍ କ୍ୟୁରି । କୋର୍ଟଙ୍କୁ ୨ ସପ୍ତାହ ସମୟ ମାଗିଛନ୍ତି ଆମିକସ୍ କ୍ୟୁରି ରଞ୍ଜିତ କୁମାର ।

ନିକଟରେ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ । ସେହି ଆଧାରରେ ରିପୋର୍ଟ ମାଗିଥିଲେ କୋର୍ଟ  । ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଅକ୍ଟୋବର ୩ରେ ପରବର୍ତ୍ତୀ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.