ଭିଜିଲାନ୍ସ ଜାଲରେ ଏସସି-ଏସଟି ବିଭାଗର ଅଡିଟର ଆର୍ତ୍ତ ରାଉତ
8/12/2018 at 3:26 PM

ଜୟପୁର ୦୮|୧୨: ଭିଜିଲାନ୍ସଜାଲରେ ଆଉ ଜଣେ ସରକାରୀ ବାବୁ । ଏସସି-ଏସଟି ବିଭାଗର ଅଡିଟର ଆର୍ତ୍ତ ରାଉତ ଭିଜିଲାନ୍ସ ଜାଲରେ ।ଆର୍ତ୍ତ ରାଉତ ମାଲକାନଗିରି ଆଇଟିଡିଏ ଅଫିସରୁ ଅଡିଟ୍ସାରି ଭୁବନେଶ୍ବର ଫେରୁଥିଲେ । ତେବେ ଜୟପୁରରେ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ଧରିଛି । ତାଙ୍କଠାରୁ ନଗଦ ୭ ଲକ୍ଷ ଟଙ୍କା ଜବତ ହୋଇଛି ।