ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୁପ୍ରିମକୋର୍ଟରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯ : ଆୟୁଷ୍କାନ ଭାରତ ଯୋଜନା ଲାଗୁ ନେଇ ସୁପ୍ରିମକୋର୍ଟରେ ମାମଲା ରୂଜୁ | ଓଡ଼ିଶା ସମେତ ୪ ରାଜ୍ୟରେ ଲାଗୁ ହୋଇନଥିବାରୁ ମାମଲା ରୁଜ୍ଜୁ ହୋଇଛି | ଏନେଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତେଲାଙ୍ଗାନାକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ | କାହିଁକି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନାହିଁ ସେ ନେଇ ଜବାବ ମାଗିଲେ ସୁପ୍ରିମକୋର୍ଟ | ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବା ମାମଲାରେ ଜିତେନ୍ଦ୍ର ନାଥ ରଥ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.