Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କଡା ସୁରକ୍ଷା ବଳୟରେ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ୫ ବିଚାରପତି

9/11/2019 at 9:30 AM

ନୂଆଦିଲ୍ଲୀ ୯।୧୧: କଡା ସୁରକ୍ଷା ବଳୟରେ ମାମଲାର ଶୁଣାଣି କରୁଥିବା ସମସ୍ତ ୫ ବିଚାରପତି । ଆଜି ରାୟ ଆସିବା ନେଇ ଜଣାପଡିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କୁ ଜେଡ୍ ପ୍ଲସ୍  ସୁରକ୍ଷା ଦିଆଯାଇଛି ।

ସେହିପରି ଅନ୍ୟ ୪ ଜଣ ବିଚାରପତିଙ୍କ ପାଖରେ ମଧ୍ୟ ଏହି କାଟାଗୋରୀର ସୁରକ୍ଷାକର୍ମୀ ରହିବେ । ଉଭୟ ବାସଭବନ ଓ କୋର୍ଟ ଉଭୟ ସ୍ଥାନରେ ଉପସ୍ଥିତ ରହିବେ ସୁରକ୍ଷାକର୍ମୀ ।

ସେହିପରି ସୁପ୍ରିମକୋର୍ଟ ପରିସରକୁ ମଧ୍ୟ ଗତକାଲି ରାତିରୁ ସୁରକ୍ଷା ବଳୟରେ ରଖାଯାଇଛି । ଯାହାର ଦାୟିତ୍ବ ଦିଲ୍ଲୀ ପୋଲିସ ହାତରେ ରହିଛି । ସେହିପରି ଦିଲ୍ଲୀର ବିଭିନ୍ନ ରାସ୍ତାକୁ ମଧ୍ୟ ସିଲ କରିଦିଆଯାଇଛି । ପାଟ୍ରୋଲିଂ ସହିତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।

   Related Posts