Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଶ୍ରାବଣ ସୋମବାର : ଶ୍ରାବଣ ପୂର୍ବରୁ ଜୁଲାଇ ୫ ତାରିଖରେ ପଡୁଛି ଚନ୍ଦ୍ର ଗ୍ରହଣ

27/06/2020 at 3:28 PM

ଭୁବନେଶ୍ୱର ୨୭/୦୬ : ଆସନ୍ତା ଜୁଲାଇ ୬ ତାରିଖରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେବ | ତା ପୂର୍ବରୁ ଜୁଲାଇ ୫ ତାରିଖରେ ଚନ୍ଦ୍ର ଗ୍ରହଣ ପଡୁଛି | ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରାବଣ ମାସରୁ ହିନ୍ଦୁ ଧର୍ମରେ ବ୍ରତ ଓ ପର୍ବପର୍ବାଣି ଆରମ୍ଭ ହୋଇଥାଏ | ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଅନେକ ମହତ୍ୱ ରହିଛି | ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କୁ ଆରାଧନା କରାଯାଏ | ଅନେକ ହିନ୍ଦୁ ଗ୍ରନ୍ଥରେ ମଧ୍ୟ ଶ୍ରାବଣ ମାସର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରାଯାଇଛି | ପବିତ୍ର ଶ୍ରାବଣ ମାସରେ ଶିବ ଭକ୍ତ ଶିବଲିଙ୍ଗରେ ଜଳ ଅର୍ପଣ କରି ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି |

ପାଞ୍ଜି ଅନୁସାରେ ଚୈତ୍ର ମାସରୁ ପ୍ରାରମ୍ଭ ହେଉଥିବା ପ୍ରତି ବର୍ଷର ପଞ୍ଚମ ମାସରେ ଶ୍ରାବଣ ମାସ ପଡିଥାଏ | ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଶ୍ରାବଣ ପ୍ରତି ବର୍ଷ ଜୁଲାଇ ରୁ ଅଗଷ୍ଟ ମାସ ମଧ୍ୟରେ ପଡିଥାଏ | ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ | ସାରା ଦେଶରେ କାଉଡିଆ ମାଇଲ ମାଇଲ ବାଟ ଚାଲି ଶିବଲିଙ୍ଗରେ ଜଳ ଅର୍ପଣ କରିଥାନ୍ତି | ଶ୍ରାବଣ ମାସରେ ପବିତ୍ର ନଦୀରେ ସ୍ନାନ କଲେ ମଧ୍ୟ ପୁଣ୍ୟ ଫଳ ମିଳିଥାଏ | ଏହି ମାସରେ ପବିତ୍ର ନଦୀରେ ସ୍ନାନ ଏବଂ ଭଗବାନ ଶିବଙ୍କ ରୁଦ୍ରାଭିଷେକର ବିଶେଷ ମହତ୍ୱ ରହିଛି |

ଚଳିତ ବର୍ଷ ଜୁଲାଇ ୬ ତାରିଖରେ ପ୍ରଥମ ଶ୍ରାବଣ ସୋମବାର ଏବଂ ଅଗଷ୍ଟ ୩ ତାରିଖରେ ଶେଷ ସୋମବାର ପଡୁଛି |

   Related Posts