ଦଦରା ଡ଼ଙ୍ଗାରେ ଭାର୍ଗବୀ ନଦୀର ଯାତ୍ରା - ପ୍ରତିଶୃତିରେ ରହିଗଲା ସେତୁ ନିର୍ମାଣ

Published By : Prameya-News7 Bureau | July 29, 2018 IST

ବର୍ଷେ କି ୨ ବର୍ଷ ନୁହେଁ । ୩୪ ବର୍ଷ ଧରି ଭାର୍ଗବୀ ନଦୀର ଗବକୁଣ୍ଡ କଟ୍ ନିକଟରେ ଦଦରା ଡ଼ଙ୍ଗାରେ ପାର୍ ହେଉଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ବାଲିପଡ଼ା ପଞ୍ଚାୟତ ସମେତ ସ୍ଥାନୀୟ ୫ଟି ଗାଁର ଲୋକ ଓ ଛାତ୍ରଛାତ୍ରୀ । ଲଗାଣ ବର୍ଷା ପରେ ନଦୀରେ ବନ୍ୟା ସ୍ଥିତି ଉପୁଜିଥିବାରୁ ଯାତାୟତ ଏବେ ଠପ୍ ହୋଇଯାଇଛି । ତେବେ କିଛିଦିନ ପୁର୍ବରୁ ଏକ ବଡ଼ ଧରଣର ନୌକା ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୨୦ଜଣ ଛାତ୍ରଛାତ୍ରୀ ଓ ଗାଁଲୋକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.