ICC ଚେୟାରମେନ୍ ପଦବୀ ଦୌଡରେ ସୌରଭ ଗାଙ୍ଗୁଲି, ବ୍ରିଟେନର କଲିନ୍ ଗ୍ରେବ୍ସ୍ ବି ଅଛନ୍ତି ରେସ୍‌ରେ

ନୂଆଦିଲ୍ଲୀ ୨।୭: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ( ଆଇସିସି) ଚେୟାରମେନ୍‌ ପଦବୀ ଲାଗି ଆଗାମୀ ସପ୍ତାହରେ ନିର୍ବାଚନ ହୋଇପାରେ। ଏଥିରେ ପ୍ରାର୍ଥୀ ହେବା ଲାଗି ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍‌ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କର ସମସ୍ତ ଯୋଗ୍ୟତା ଅଛି। ଗାଙ୍ଗୁଲିଙ୍କ ସହ ଏହି ପଦବୀ ଲାଗି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୭୨ ବର୍ଷ ବୟସ୍କ କଲିନ୍‌ ଗ୍ରେବ୍ସ ମଧ୍ୟ ଦାବିଦାର ହୋଇପାରନ୍ତି। ତେବେ ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ୍‌ ପଦବୀ ଲାଗି ପ୍ରାର୍ଥୀ … Continue reading ICC ଚେୟାରମେନ୍ ପଦବୀ ଦୌଡରେ ସୌରଭ ଗାଙ୍ଗୁଲି, ବ୍ରିଟେନର କଲିନ୍ ଗ୍ରେବ୍ସ୍ ବି ଅଛନ୍ତି ରେସ୍‌ରେ