Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ୱାର୍ଡ ମେମ୍ବରଙ୍କୁ ହତ୍ୟା: ଅଭିଯୁକ୍ତ ସତ୍ୟାନନ୍ଦ ଗଡ଼ନାୟକ ଗିରଫ

30/09/2019 at 12:18 PM

ଅନଗୁଳ ୩୦|୯: ଅନଗୁଳ ଜିଲ୍ଲା ଅନ୍ତୁଳିଆ ପଞ୍ଚାୟତର ୭ ନମ୍ବର ୱାର୍ଡ ମେମ୍ବରଙ୍କୁ ହତ୍ୟା। ବିଚ ରାସ୍ତା, ସର୍ବ ସମ୍ମୁଖରେ ୱାର୍ଡ ମେମ୍ବର ଜଗବନ୍ଧୁ ବେହେରାଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିଲା ସତ୍ୟାନନ୍ଦ ଗଡ଼ନାୟକ। ଅନ୍ତୁଳିଆ ଛକରେ ଏହି ଘଟଣା ଘଟିଥିଲା।

 ଜଗବନ୍ଧୁ ଦଳିତ ମଣ୍ଡଳର ସଭାପତି ମଧ୍ୟ ଥିଲେ। ଜମିବାଡ଼ି ବିବାଦ କିମ୍ବା ରାଜନୈତିକ କାରଣରୁ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡୁଛି। ହତ୍ୟା କରିବା ପରେ ଦୁର୍ବୁତ୍ତ ଫେରାର ଥିଲା। ଗତକାଲି ବିଳମ୍ବିତ ରାତିରେ ବହୁ ଖୋଜାଖୋଜି ପରେ ସତ୍ୟାନନ୍ଦ ଗଡ଼ନାୟକକୁ ପୁରୁଣାକୋଟ ପୋଲିସ ଗିରଫ କରିଛି। 

ଜଗବନ୍ଧୁଙ୍କ ଶବକୁ ପୋଲିସ ଜବତ କରି ଅନଗୁଳ ମେଡିକାଲକୁ ପୋଷ୍ଟମର୍ଟମ ପାଇଁ ଆଣିଛି।

   Related Posts