ଅଗଷ୍ଟ ପ୍ରଥମ ସପ୍ତାହରେ ପୋଲିସ କମିଶନର ଭାବେ ଦାୟିତ୍ବ ନେବେ ସତ୍ୟଜିତ ମହାନ୍ତି

Published By : Prameya-News7 Bureau | July 30, 2018 IST

ଅଗଷ୍ଟ ପ୍ରଥମ ସପ୍ତାହରେ ପୋଲିସ କମିଶନର ଭାବେ ଦାୟିତ୍ବ ନେବେ ସତ୍ୟଜିତ ମହାନ୍ତି । ସତ୍ୟଜିତ୍ ଆଜି ଦାୟିତ୍ବ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପୋଲିସ ଡିଜି ଆର.ପି ଶର୍ମା ଦେଶ ବାହାରେ ଥିବାରୁ ବର୍ତ୍ତମାନ DGଙ୍କ ଦାୟିତ୍ବରେ ଅଛନ୍ତି ସତ୍ୟଜିତ ମହାନ୍ତି । ଆର.ପି ଶର୍ମା ଫେରିବା ପରେ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବେ ସତ୍ୟଜିତ ମହାନ୍ତି । ତେବେ ୧୯୮୮ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀ ଅପରାଧ ମୁକ୍ତ ଟୁଇନସିଟି ଓ ପୋଲିସ ଉନ୍ନତି କରଣ ଦିଗକୁ ବେଶ୍ ପ୍ରାଧାନ୍ୟ ଦେବେ ବୋଲି ଚର୍ଚ୍ଚା ହେଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.