ରାଜ୍ୟରେ ୨୦ ଲକ୍ଷ ଭୋଟରଙ୍କ ନାମ ଚଳିତ ନିର୍ବାଚନ ପାଇଁ ପ୍ରସ୍ତୁତ ଭୋଟର ତାଲିକାରେ ନାହିଁ

Published By : Prameya-News7 Bureau | February 26, 2019 IST

ଭୁବନେଶ୍ବର୨୬|୨: ରାଜ୍ୟରେ ପାଖାପାଖି ୧୨ ଲକ୍ଷ ଘରୁ  ପ୍ରାୟ ୨୦ ଲକ୍ଷ ଭୋଟରଙ୍କ ନାମ ଚଳିତ ନିର୍ବାଚନ ତାଲିକାରେ ନାହିଁ ।ଏଭଳି ଏକ ତଥ୍ୟ ପ୍ରକାଶ କରିଛି ଅଲ ଇଣ୍ଡିଆ ପ୍ରଦେଶ କଂଗ୍ରେସ କମିଟିର ଆନାଲିସିସ ସେଣ୍ଟର ।ଭୁବନେଶ୍ବରରୁ କେବଳ ୧ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ନାହିଁ ।୨୧ଟି ନିର୍ବାଚନ ମଣ୍ଡଳୀରେ ୨୦ ଲକ୍ଷ ଲୋକଙ୍କ ନାମ ନାହିଁ ।ବିଜେଡି ଏପରି ଜାଣିଶୁଣି କରିଥିବା କଂଗ୍ରେସ ଆଣିଲା ଅଭିଯୋଗ ।ଏନେଇ ସେ ଖୁବଶୀଘ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବ କଂଗ୍ରେସ ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.