Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଶନିବାର ଠାରୁ ଶେଷ ହେବ ଏହି ୬ଟି ରାଶିର ଶନି ସାଢ଼େସାତି, ଘରେ ଭରିଯିବ ସୁଖ ଓ ଶାନ୍ତି…

13/09/2019 at 8:08 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୧୪ ତାରିଖରୁ କେତୋଟି ରାଶିର ଜାତକଙ୍କ ସାଢ଼େସାତି ଶେଷ ହେବା ସହ ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଯିବ। ଏଥିସହ ଅଧୁରା ସ୍ବପ୍ନ ମଧ୍ୟ ସାକାର ହେବା ସାଙ୍ଗକୁ ଅଟକିଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ। ଆସନ୍ତୁ ଜାଣିବା ସେପ୍ଟେମ୍ବର ୧୪ତାରିଖରେ କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଶେଷ ହେଉଛି ଶନି ସାଢ଼େସାତି ।

କନ୍ୟା ମେଶ ରାଶି  ଶାସ୍ତ୍ର ଅନୁଯାୟୀ , ସେପ୍ଟେମ୍ବର ୧୪ ତାରିଖଠାରୁ ସିଂହ ଓ କନ୍ୟା ରାଶିର ବ୍ୟକ୍ତିଙ୍କ ସାଢ଼େସାତି ଶେଷ ହେବାକୁ ଯାଉଥିବା ବେଳେ ଏହି ରାଶି ଜାତକଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଯିବ। ଏହି  ରାଶିଧାରୀ ବ୍ୟକ୍ତିମାନେ ଅନ୍ୟମାନଙ୍କଠାରୁ ସ୍ନେହ ଓ ଶ୍ରଦ୍ଧା ପାଇବା ସହ ସମାଜରେ ସେମାନଙ୍କର ମାନ ସମ୍ମାନ ବୃଦ୍ଧି ହେବ। ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ଦୂର ହୋଇଯିବ।

ବିଛା ବୃଷ ରାଶିସେପ୍ଟେମ୍ବର ୧୪ତାରିଖଠାରୁ ବିଛା ଓ ବୃଷ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି  ଭରିଯିବ। ସେମାନଙ୍କ ପାରିବାରିକ ଓ ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିରେ ଅତିବାହିତ ହେବ।  ସେପ୍ଟେମ୍ବର ୧୪ ତାରିଖଠାରୁ ବିଛା ଓ ବୃଷ ରାଶିର ବ୍ୟକ୍ତିଙ୍କ ସାଢ଼େସାତି ଶେଷ ହୋଇଯିବ। ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଶୁଭ ଦୃ​‌ଷ୍ଟି ରହିବ।

ମିଥୁନ କୁମ୍ଭ ରାଶି– ସେପ୍ଟେମ୍ବର୧୪ ତାରିଖଠାରୁ ମଧ୍ୟ ଏହି ରାଶିର ବ୍ୟକ୍ତିଙ୍କର ସାଢ଼େସାତି ଶେଷ ହୋଇଯିବ। ଏମାନଙ୍କ କୁଣ୍ଡଳୀ ଉପରେ ଶନିଦେବଙ୍କ ଶୁଭ ଦୃଷ୍ଟି ରହିବ। ମିଥୁନ ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଶୁଖ ଓ ଶାନ୍ତି ଭରି ଯିବ। ଛାତ୍ର ଓ ଛାତ୍ରୀଙ୍କ  କ୍ୟାରିୟରରେ ମଧ୍ୟ ଉନ୍ନତି ପରଲକ୍ଷିତ ହେବ।   ​‌ପାରିବାରିକ ଓ ଦାମ୍ପତ୍ୟ ଜୀବନରେ  କୌଣସି ସମସ୍ୟା ଆଉ ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକସ୍ଥିତି ସେପ୍ଟେମ୍ବର ୧୪ତାରିଖଠାରୁ ବଦଳି ଯିବ।

   Related Posts