Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଶନିବାର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

12/06/2020 at 10:21 PM

ମେଷ – ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ । ବାଣିଜ୍ୟ କାରବାର ତ୍ୱରାନ୍ୱିତ ହେବ । ବନ୍ଧୁ ଦର୍ଶନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ଚାଷୀ- ଜମିରେ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଆଜିଠୁ ୧୮ ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ ହେବେ ।
କର୍ମଜୀବି-କର୍ମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- କାରବାରରେ ଉନ୍ନତି ହେବ ।
ଗୃହିଣୀ- ବନ୍ଧୁ ମିଳନ ହେବ ।
ବୃଷ – ପରୋପକାରୀ ହେବେ । ବନ୍ଧୁ ସହ-ଯୋଗ ପାଇବେ । ସମ୍ମାନିତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ଚାଷୀ- କୃଷି ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
ରୋଗୀ- ସୁସ୍ଥ ହୋଇ ଘରକୁ ଆସିପାରନ୍ତି ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କାର୍ଯ୍ୟରେ ଆନନ୍ଦ ଆସିବ ।
ବ୍ୟବସାୟୀ- ବନ୍ଧୁ ସହଯୋଗ କରିବେ ।
ଗୃହିଣୀ- ଶାନ୍ତି ଅନୁଭବ କରିବେ ।
ମିଥୁନ – କର୍ମତତ୍ପର ରହିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ଚାଷୀ- ସଠିକ୍ ସମୟରେ କିଟନାଶକର ବ୍ୟବହାର କରନ୍ତୁ ।
ରୋଗୀ- ସାମାନ୍ୟ ଅସୁସ୍ଥ ହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ସମ୍ମାନ ମିଳିବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଦିନଟି ସୁଖପ୍ରଦ ରହିବ ।
କର୍କଟ –ପୂଜ୍ୟ-ପୂଜାରେ ମନୋନିବେଶ କରିପାରନ୍ତି । ସେବା ମନୋଭାବର ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ରୋଗୀ- ସାମାନ୍ୟ ଅସୁସ୍ଥ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ଉତ୍ତମ ଚରିତ୍ରବାନ୍ ହେବେ ।
କର୍ମଜୀବି- ଅର୍ଥ ପ୍ରାପ୍ତ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ପୂଜାରେ ବ୍ୟସ୍ତ ରହିବେ ।
ସିଂହ – ମନ ଫୁର୍ତ୍ତି ରହିବ । ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରିବେ । କାର୍ଯ୍ୟଭାରରେ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ବିହନ ପାଇଁ କୃଷି କାର୍ଯ୍ୟାଳୟର ସହ-ଯୋଗ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ଚିନ୍ତିତ ରହିବେ ।
କର୍ମଜୀବି- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବନ୍ଧୁ ସହ-ଯୋଗ ମିଳିବ,ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ମନ ଖୁସି ରହିବ ।
କନ୍ୟା – ଲୋକ ସଂପର୍କ ବୃଦ୍ଧି ପାଇବ । ସତ୍‌-ସଙ୍ଗୀ ହେବେ । ସତ୍‌-କର୍ମରେ ଆତ୍ମସନ୍ତୋଷ ଲାଭ କରିବେ । ଭାଗ୍ୟବାନ୍ ହେବେ । ଅସାଧ୍ୟ ଲୋକଙ୍କୁ ପରିତ୍ୟାଗ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଚାଷୀ- ଜମୀରେ ଜୈବିକ ସାରର ବ୍ୟବହାର କିପରି କରିବେ, କୃଷିବିଭାଗର ପରାମର୍ଶ ନିହାତି ନିଅନ୍ତୁ ।
ରୋଗୀ- ପୁରୁଣା ରୋଗର ଉପଶମ ହେବ ।
ଛାତ୍ରଛାତ୍ରୀ- ବିଦ୍ୱାନ ହେବେ ।
କର୍ମଜୀବି- ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟୀ- ଅର୍ଥ ସହ-ଯୋଗ କୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଭଗବାନ୍‌ଙ୍କ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିବ ।
ତୁଳା –ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ । ବହୁ ସୁଖର ଅଧିକାରୀ ହେବେ । ମନରେ ଗର୍ବଭାବ ବହନ କରିବେ । ସାଧୁ ସେବାରେ ବ୍ରତୀ ହୋଇ ଆର୍ଶୀବାଦ ଲାଭ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ଚାଷୀ- ଜାଳବାୟୁ ପ୍ରତି ସଜାଗ ରୁହନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସଜାସଜି କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବିଛା – ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଅପୂର୍ବ ସଫଳତା ପ୍ରାପ୍ତ ହେବେ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଚାଷୀ- ଉତ୍ତମ ଶସ୍ୟା ପାଇଁ କୃଷିକାର୍ଯ୍ୟାଳୟର ପରାମର୍ଶ ନିଅନ୍ତୁ ।
ରୋଗୀ- ରୋଗର ଉପଶମ ପାଇଁ ଡାକ୍ତରୀ ପରୀକ୍ଷା କରାଇନେବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ଉନ୍ନତି ହେବ ।
କର୍ମଜୀବି- କାର୍ଯ୍ୟ କରାୟତ୍ତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତରେ ରହିବେ ।
ଧନୁ- ପରାମର୍ଶ ନେଇ କାର୍ଯ୍ୟ କଲେ ଅଧିକ ସଫଳତା ପାଇବେ । ଭାଗ୍ୟାନ୍ନତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।
ଚାଷୀ- ଜମିରେ ସଠିକ୍ ସମୟରେ କୀଟନାଶକର ବ୍ୟବହାର କରନ୍ତୁ ।
ରୋଗୀ- କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ଉନ୍ନତି ।
କର୍ମଜୀବିି- କାର୍ଯ୍ୟରେ ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସଫା ସଫିରେ ବ୍ୟସ୍ତ ରହିବେ ।
ମକର – ଶ୍ରମ ସାର୍ଥକ ହେବ । ଅଧିକ ଦାୟିତ୍ୱ ବହନ କରି ସୁପରିଚାଳନା କରିପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।
ଚାଷୀ- ଉତ୍ତମ ସାରର ବ୍ୟବହାର କରନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ – ପାଠପଢାରେ ମନ ଲାଗିବ ନାହିଁ ।
କର୍ମଜୀବି- ପଦରେ ଉନ୍ନତି ଦେଖାଦେବ ।
ବ୍ୟବସାୟୀ- ସୁଯୋଗ ପ୍ରାପ୍ତ ହେବ ।
ଗୃହିଣୀ- ସୁଖ ଭୋଗ କରିବେ ।
କୁମ୍ଭ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସନ୍ଥାର୍ଗୀ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ- କୃଷି ଅଧିକାରୀଙ୍କ ସହ ସଂପର୍କ ରଖନ୍ତୁ ।
ରୋଗୀ- ଚର୍ମ ରୋଗ ଦେଖା ଦେଇ ପାରେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଲାଗିବ ।
କର୍ମଜୀବି- କର୍ମ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବହୁ ସୁଯୋଗ ପ୍ରାପ୍ତ ହେବ, ସଠିକ୍ ରେ ବିନିଯୋଗ କରନ୍ତୁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ମୀନ – ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ଞ୍ଜ ।
ଚାଷୀ- ଚାଷରେ ଉନ୍ନତି ପରିଲକ୍ଷିତ ହେଉଛି ।
ରୋଗୀ- ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ମନ ବଳାଇବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ହାନୀ ହୋଇପାରେ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ସୁଖ ଶାନ୍ତିର ଦିନ ।

   Related Posts