Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶନିବାରରେ କାର୍ଯ୍ୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

ମେଷ–କାର୍ଯ୍ୟରେ ସଫଳତା ଲାଭ କରିବେ, ମାତ୍ର ବିଳମ୍ବରେ ପରୋପକାରୀ ହେବେ ।ଭାଗ୍ୟଶାଳୀ ହୋଇପାରନ୍ତି ।ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।ଶୁଭ ରଙ୍ଗ ଗ୍ରୀନ୍‌ ।ଶୁଭଅଙ୍କ ୫ ।

ବୃଷ–ବୁଝି ବିଚାରି କାର୍ଯ୍ୟକଲେ ପ୍ରମାଦହୀନ ହେବେ ।ମନରେ ଗର୍ବଭାବ ବହନ କରିପାରନ୍ତି ।ଈର୍ଷା ପରାୟଣ ହୋଇପାରନ୍ତି ।ସ୍ୱାଭିମାନୀ ହେବେ ।ଶାରିରୀକ ଦୁର୍ବଳତା ଅନୁଭବ କରିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୩ ।

ମିଥୁନ – ହାତଛଡା ଦ୍ରବ୍ୟ ପାଇବାକୁ ହେଲେ ବଳ ପ୍ରୟୋଗ କରିବାକୁ ପଡିବ ।ବନ୍ଧୁ ମିଳନ ଘଟିପାରେ ।ବ୍ୟବସାୟ ଲାଭଜନକ ହେବ ।ସମାଜସେବୀ ହୋଇପାରନ୍ତି ।ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶୁଭ ରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୧ ।

କର୍କଟ–ଦିନ ଭିତରେ ଶୁଭ ସମୟ ଦେଖି କାର୍ଯ୍ୟକଲେ କାହା ଉପରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ମତରେ କାର୍ଯ୍ୟ କରିବେ ।ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ରହିବେ । ଶୁଭ ରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୪ ।

ସିଂହ –କାର୍ଯ୍ୟ ବିଳମ୍ବିତ ହେଲେ ପଶ୍ଚାତାପ କରିବାକୁ ପଡିବ । ବିଚାର ବିମର୍ଷ କରି କାର୍ଯ୍ୟ କଲେ ସଫଳତା ମିଳିବ ।ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି ।ଶୁଭ ରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୮ ।

କନ୍ୟା– ଧୀର, ସ୍ଥିର ଭାବେ କାର୍ଯ୍ୟରେ ଆଗେଇବେ । ଲାଗି ରହିଥିବା ବିବାଦର ସୁସମାଧାନ ହେବ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ମଧୁରଭାଷୀ ପାଇଁ ଲୋକ ପ୍ରିୟତା ଅର୍ଜନ କରିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୬ ।

ତୁଳା–ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଘାତଚନ୍ଦ୍ର ଯୋଗୁ ସାବଧାନତାର ସହଚଳିବାକୁ ପଡିବ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରବୃତ୍ତିରହେବେ ।ଭାଇମାନଙ୍କ ଠାରୁ ଆଦର ମିଳିବ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୩ ।

ବିଛା– ଅର୍ଥ ପାଇଁ ପ୍ରତିଯୋଗିତାର ଅବତୀର୍ଣ୍ଣ ହୋଇପାରନ୍ତି । ଅବଶେଷରେ ଧନ ମିଳିବ । ଆଳସ୍ୟ ପରାୟଣ ହୋଇପାରନ୍ତି ।ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।ଶୁଭରଙ୍ଗଧୂସର ।ଶୁଭ ଅଙ୍କ ୪ ।

ଧନୁ –ଗୁରୁକଲ୍ୟାଣ ପାଇ କାର୍ଯ୍ୟରେ ସଫଳହେବେ ।ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ମାନର ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ ।ମାଲି ମୋକଦ୍ଦମା ରେବିଜୟୀ ହେବେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୮ ।

ମକର–ଅଧିକ ବ୍ୟୟ ଯୋଗୁଁ ମୁଣ୍ଡ ଘୁରିଯିବ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୫ ।
.
କୁମ୍ଭ -ଘାତଚନ୍ଦ୍ର ପାଇଁ ଦେବଦେବ ମହାଦେବଙ୍କ ଦର୍ଶନ କରିବାକୁ ପଡିବ । ଆୟ ଆଶାନୁରୂପ ହେବ ।ଲୋକପ୍ରିୟତା ଅର୍ଜନ କରିବେ ।ସରକାରୀ ସ୍ତରରେ ସମ୍ମାନିତ ହେବେ ।ଶୁଭରଙ୍ଗବ୍ରାଉନ୍‌ ।ଶୁଭ ଅଙ୍କ ୧ ।

ମୀନ – କାର୍ଯ୍ୟକୁ କରାୟତ୍ତ କରିପାରନ୍ତି ।ଶ୍ରମ ଅଧିକ ହେଲେ ବି ତାର ମୂଲ୍ୟ ମିଳିବ ।କୁଳ ଦୀପକ ହେବେ । ମନ ପ୍ରସନ୍ନରହିବ । ଦୟାଳୁ ସ୍ୱଭାବର ହେବେ ।ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀହୋଇପାରନ୍ତି ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୩ ।

   Related Posts