ଶନିବାରର ରାଶିଫଳ

Published By : Prameya-News7 Bureau | October 19, 2019 IST

ମେଷ– ଦିନଟି ଖୁସିଭରା ରହିବ । କ୍ୟାରିୟର ସଂକ୍ରାନ୍ତରେ କିଛି ଭଲ ହୋଇପାରେ । ବେପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ। ସଂପର୍କୀୟମାନଙ୍କ ରଘରକୁ ଆସିବା-ଯିବାଲା ଗିରହିବ।ଶୁଭ ରଙ୍ଗ କ୍ରୀମ୍‍।ଶୁଭ ଅଙ୍କ ୭।
ବୃଷ– ପରିବାରର ପୂର୍ଣ୍ଣସ୍ନେହ ଓ ସହଯୋଗ ପାଇବେ। କ୍ୟାରିୟର ସଂକ୍ରାନ୍ତରେ କୌଣସି ବଡ ସଫଳତା ପାଇବେ। ଯଦି ଆପଣକାହାକୁ ପସନ୍ଦ କରୁଛନ୍ତି, ତାଙ୍କୁ ମନ କଥା କହିବା ପାଇଁ ଦିନଟିଭଲ। ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୫।
ମିଥୁନ - ଅଫିସରେ ଦିଆଯାଇଥିବା କାମ ସହଜରେ ସଂପୂର୍ଣ୍ଣ କରି ନେବେ । କୌଣସି ଶୁଭ ଖବର ମିଳିବ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଦଳରେ ପ୍ରାଧାନ୍ୟ ବୃଦ୍ଧି ହେବ।ଶୁଭ ରଙ୍ଗ ଗ୍ରୀନ୍‍।ଶୁଭ ଅଙ୍କ ୭।
କର୍କଟ–ବ୍ୟବସାୟ ଓ ଚାକିରି ସଂପର୍କିତ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଠି କ୍‍ରହିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲିଯିବା ଲାଗି ଯୋଜନା କରିବେ।ଶୁଭରଙ୍ଗ ପିଙ୍କ୍‍।ଶୁଭ ଅଙ୍କ ୧।
ସିଂହ – ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭା ବରହିବ। ଆପଣଙ୍କୁ କୌଣସି ସଂସ୍ଥାରେ ସମ୍ମାନିତ କରାଯାଇପାରେ। ଅଫିସରେ ସହକର୍ମୀଙ୍କ ପୂରା ସହଯୋଗ ପାଇବେ । ଶୁଭ ରଙ୍ଗ ଗାଢ ନୀଳ। ଶୁଭ ଅଙ୍କ ୨।
କନ୍ୟା – ନିଜ ଉପରେ ବିଶ୍ୱାସ ରଖନ୍ତୁ। କୌଣସି ଜରୁରୀ କାମ ଜୀବନ ସାଥୀଙ୍କ ପରାମର୍ଶ ନେଇ କରନ୍ତୁ, ଭଲ ଫଳାଫଳ ମିଳିବ। ପିଲାମାନେ ଲେଖାପଢାରେ ମନ ଯୋଗ ଦିଅନ୍ତୁ ।ଶୁଭ ରଙ୍ଗ କଫି।ଶୁଭ ଅଙ୍କ ୪।
ତୁଳା–ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ ରହିବ।ବରିଷ୍ଠ ଆପଣଙ୍କୁ ଉପହାର ଦେବେ।ବ୍ୟବସାୟ ବିସ୍ତାର ଲାଗି ଯୋଜନା କରିପାରନ୍ତି ।ପ୍ରେମୀ ଯୁଗ ଳଲାଗି ଦିନଟି ଢିଆ ରହିବ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୯।
ବିଛା–ନେଣଦେଣରେ ବଡଙ୍କ ଅନୁମତି ଲାଭପ୍ରଦ ରହିବ। ନିଜସ୍ୱ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଅଧିକାରୀଙ୍କ ସହିତ ବିଶେଷ ସଂକ୍ରାନ୍ତରେ ଆଲୋଚନା କରିବେ। ଶୁଭରଙ୍ଗ ଗ୍ରୀନ୍‍।ଶୁଭ ଅଙ୍କ ୯।
ଧନୁ – ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ପାଇସା ସହିତ ସଂଶ୍ଳିଷ୍ଟ କୌଣସି ମାମଲାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖମୟ ହେବ।ଶୁଭରଙ୍ଗ ମେରୁନ୍‍ । ଶୁଭଅଙ୍କ ୨।
ମକର– ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳହେବେ। ଆପଣଙ୍କୁ କୌଣସି ନିକଟ ତ୍ର ଦେଖା କରିବାକୁ ଆସିପାରନ୍ତି। ଶୁଭ ରଙ୍ଗକ୍ରୀମ୍‍।ଶୁଭ ଅଙ୍କ ୧।
କୁମ୍ଭ -ଆଜି ଆପଣଙ୍କ ଜୀବନ ମହତ୍ତ୍ୱପୂର୍ଣ୍ଣ ମୋଡନେବ। ଆପଣଙ୍କ ନିକଟକୁ ନୂଆ ଦାୟିତ୍ୱ ଆସିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ। ବରିଷ୍ଠ ଲୋକଙ୍କର ନିଜ ପିଲା ଦିନର ସାଙ୍ଗଙ୍କ ସହ ସାକ୍ଷାତ ହୋଇପାରେ । ଶୁଭ ରଙ୍ଗ ଲାଲ୍‍।ଶୁଭ ଅଙ୍କ ୪।
ମୀନ - ଆପଣଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ମିଳିବ।ଲୋକ ଆପଣଙ୍କ କଥାକୁ ପୂରା ଧ୍ୟାନ ଦେବେ । ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୬।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.