Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସାତପଡ଼ାରେ ଚିଙ୍ଗୁଡ଼ି ଘେରି ଉଛେଦ

1/08/2018 at 6:26 AM

ସାତପଡ଼ା ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଛେଦ କାର୍ଯ୍ୟ ଆରମ୍ଭ କରିଛି ସିଡିଏ | ୩ ଟି ବୋଟ ଉପରେ ବୁଲଡୋଜରରେ ଚିଙ୍ଗୁଡ଼ି ଘେରିକୁ ଭଙ୍ଗା ଯାଉଛି | ଚିଲିକାରେ ବାରମ୍ବାର ଚିଙ୍ଗୁଡ଼ି ମାଫିଆ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି କରୁଛନ୍ତି | ଯାହାକୁ ନେଇ ସିଡିଏ ପକ୍ଷରୁ ଚିଙ୍ଗୁଡ଼ି ଘେରିକୁ ଉଛେଦ କାମ ଆରମ୍ଭ ହୋଇଛି | ଉଛେଦ କାର୍ଯ୍ୟରେ ସିଡିଏର କର୍ମଚାରୀ ସାମିଲ ଅଛନ୍ତି | ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ ପୋଲିସ ଫୋରସ ମୃତୟନ କରାଯାଇଛି | ଉଛେଦ କାର୍ଯ୍ୟ ୧୫ ଦିନ ଧରି ଚାଲିବ |

   Related Posts