Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବିଜେପି ଆରୋପର ଜବାବ ରଖିଲା ବିଜେଡି ; ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା

25/05/2018 at 11:46 AM

ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା :
୨୦୦୦ରୁ ୨୦୧୪ ଭିତରେ ନବୀନ ସବୁବେଳେ ଲୋକଙ୍କ ପାଖରେ ରିପୋର୍ଟ ରଖିଛନ୍ତି …୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ରିପୋର୍ଟ କାର୍ଡ ଦେଇ ଲୋକଙ୍କ ବିଶ୍ବାସ ଜିଣି ସେବା କରିବାର ସୁଯୋଗ ପାଇଛନ୍ତି ନବୀନ … ତାହାହି ପ୍ରମାଣିତ କରୁଛି ନବୀନ ରିପୋର୍ଟ କାର୍ଡ ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି … ବିଜେପି ନିଜ ରିପୋର୍ଟ କାର୍ଡ ରଖିବା ଦରକାର … ସମ୍ବିତ ପାତ୍ର ଅଧିକ ହୋମୱାର୍କ କରନ୍ତୁ … କେନ୍ଦ୍ର ସରକାର ହିଁ ଓଡିଶାକୁ ଚମ୍ପିୟାନ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି … ସଡକ ନିର୍ମାଣରେ ଓଡିଶା ୧ ନମ୍ବର ପୁରସ୍କାର ପାଇଛି … ସ୍କିଲରେ ବି ନମ୍ବର ୱାନ୍ ଓଡିଶା … ମହାନଦୀ ପ୍ରସଙ୍ଗରେ ଦୋମୁହାଁ କିଏ? … କେନ୍ଦ୍ର ସରକାର ପୂର୍ବରୁ କହିଲେ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକ ନାହିଁ … କେନ୍ଦ୍ର ନୀରବଦ୍ରଷ୍ଟା ସାଜିଛି, ସେପଟେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଛି … ଯଦି ଶତସାହାସ ଅଛି ବିଜେପି ନେତାଏଁ ଥରେ ମୁହଁ ଖୋଲନ୍ତୁ … ଛତିଶଗଡ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରୁଛି ବୋଲି କୁହନ୍ତୁ …

Leave a Reply

   Related Posts