Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଲେଖି ପଢି ଜାଣିନଥିବାରୁ ସରପଞ୍ଚଙ୍କ ଚେୟାର ଗଲା, ମହିଳା ପଞ୍ଚାୟତ ମୁଖ୍ୟଙ୍କୁ ଅଯୋଗ୍ୟ ଘୋଷଣା କଲେ ଅଦାଲତ

23/10/2020 at 4:57 PM

ଆନନ୍ଦପୁର ୨୩।୧୦:  ଲେଖି ପଢି ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ। ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଦେଓଗାଁ  ପଞ୍ଚାୟତ ସରପଞ୍ଚ ଅଶାନ୍ତି ବଳଙ୍କୁ ଅଯୋଗ୍ୟ ବିବେଚନା କରିଛନ୍ତି ଆନନ୍ଦପୁର ସିଭିଲ୍ ଜଜ୍ ଜୁନିୟର ଡିଭିଜନ୍। ଏଥିସହ ସରପଞ୍ଚ ପଦରେ ପୁନଃ ନିର୍ବାତନ ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ସରପଞ୍ଚ ଅଶାନ୍ତି ବଲ ଲେଖିପଢି ଜାଣିନଥିବା ନେଇ ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀ ଅର୍ଚ୍ଚନା ରାଉତ ସେ ସମୟରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ହେଲେ ନିର୍ବାଚନ ଅଧିକାରୀ ଏଥିପ୍ରତି ଗୁରୁତ୍ଵ ଦେଇନଥିଲେ। ଫଳରେ ଅର୍ଚ୍ଚନା ରାଉତ ଏନେଇ ରୋର୍ଟଙ୍କ  ଦ୍ଵାରସ୍ଥ ହୋଇଥିଲେ। ଉଭୟ ପକ୍ଷରୁ ସମସ୍ତ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ମାନ୍ୟବର କୋର୍ଟ ସରପଞ୍ଚ ଅଶାନ୍ତି ବଳଙ୍କୁ ଅଯୋଗ୍ୟୂ ଘୋଷଣା କରିବା ସହ ଗ୍ରାମପଞ୍ଚାୟତ ଧାରା ୩୧ ଅନୁଯାୟୀ କେସ୍ ତର୍ଜମା କରି ଏହି ରାୟ ଶୁଣାଇଛନ୍ତି।

   Related Posts