କେନ୍ଦ୍ରାପଡା ରାଜନଗର ହବାଳିଖଟିରୁ ୫୨ ଫୁଟ ତିମିର ମୃତଦେହ ଉଦ୍ଧାର
1/11/2018 at 10:49 AM

କେନ୍ଦ୍ରାପଡା ୧|୧୧: ୫୨ ଫୁଟର ମୃତ ତିମି ଉଦ୍ଧାର । କେନ୍ଦ୍ରାପଡା ରାଜନଗର ହବାଳିଖଟିରୁ ମିଳିଲା ତିମିର ମୃତଦେହ । ଟ୍ରଲର ମାଡରେ ତିମିର ମୃତ୍ୟୁ ହୋଇଥିଲା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ରାଜନଗର ବନ ବିଭାଗ ତଦନ୍ତ କରୁଛି ।
Related Posts
ଫେରିବ ତାତି, ୩ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା
25 May 2022
ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍
25 May 2022