Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଶାଢୀ ଦୋକାନରେ ଝୁଲୁଛି ତାଲା, ଫଳ ଦୋକାନରେ ଲାଗିଛି ଭିଡ

9/06/2021 at 6:08 PM

ଢେଙ୍କାନାଳ ୯।୬: କୋଭିଡ୍ ସଂକ୍ରମଣ ଆଶଙ୍କାରେ ଜାରି ରହିଛି ଲକଡାଉନ୍ । କିନ୍ତୁ ଗୁରୁବାର ସାବିତ୍ରୀ ବ୍ରତ ପାଇଁ ଢେଙ୍କାନାଳ ଫଳ ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଫଳ କିଣିବାକୁ ଫଳ ଦୋକାନଗୁଡିକରେ ଜନ ସମାଗମକୁ ଦେଖିଲେ ସତେ ଯେମିତି କୋଭିଡ୍ ଲକଡାଉନର କଟକଣା ସମ୍ପୂର୍ଣ୍ଣ ବାଟବଣା ହୋଇଯାଇଛି ।

ଢେଙ୍କାନାଳ ସହରର ରଥ ଗଡା, ବାଜିଚୌକ, ବସଷ୍ଟାଣ୍ଡ  ଓ ବିବି ହାଇସ୍କୁଲ ଆଦି ଜାଗାଗୁଡି଼କରେ ଫଳ ଗ୍ରାହକମାନେ ବର୍ଷ ଭିଡ଼ ଲଗାଇଥିବା ଦେଖାଯାଇଥିଲା  । ଏପଟେ କିନ୍ତୁ ଶାଢୀ ଓ ଡ୍ରେସ ଦୋକାନ ଗୁଡି଼କରେ ଝୁଲୁଛି ତାଲା । କୋଭିଡ୍ କଟକଣା ଯୋଗୁଁ ଲୁଗା ଦୋକାନଗୁଡି଼କ ବନ୍ଦ ରହିଥିବାରୁ ବେପାର ଘର ଶୂନ । ଗତ ବର୍ଷ ଏପରି ସ୍ଥିତି ଯୋଗୁଁ ଚଳିତ ବର୍ଷ ଶେଷ ସାବିତ୍ରୀ ଓ ରଜକୁ ଆଶା ବାନ୍ଧିଥିବା ଦୋକାନୀମାନେ ସମ୍ପୂର୍ଣ୍ଣ ହତାସ ହୋଇପଡିଛନ୍ତି ।

   Related Posts