ଆଜି ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ ; ବିଦ୍ୟାଦାୟିନୀ ସରସ୍ବତୀଙ୍କ ଆବାହନ କରି ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରଛାତ୍ରୀ
10/02/2019 at 10:47 AM

ଭୁବନେଶ୍ବର ୧୦|୨: ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ । ଆଜି ମା ବିଦ୍ୟାଦାୟିନୀ ସରସ୍ବତୀଙ୍କ ପୂଜା । ମାଙ୍କୁ ପ୍ରଜ୍ଞା, ମେଧା, ବୁଦ୍ଧି, ସାହିତ୍ୟ, ସଙ୍ଗୀତ, କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ଶିକ୍ଷାନୁଷ୍ଠାନ ଏବଂ ଘରେ ମାଆଙ୍କ ଆବାହନ ପାଇଁ ବିଶେଷ ଆୟୋଜନ ହୋଇଛି । ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନଙ୍କ ପକ୍ଷରୁ ମାଙ୍କ ପୂଜା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
Related Posts
୩ ବଖରା ଘର ସହ ଜିଅଁନ୍ତା ଜଳିଗଲା ଗର୍ଭଣୀ ଗାଈ
26 February 2021
IPL ବେଟିଂ କରୁଥିବା ବୁକି ଗିରଫ : ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ସିଜ୍
26 February 2021