Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଆଜି ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ ; ବିଦ୍ୟାଦାୟିନୀ ସରସ୍ବତୀଙ୍କ ଆବାହନ କରି ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରଛାତ୍ରୀ

10/02/2019 at 10:47 AM

ଭୁବନେଶ୍ବର ୧୦|୨:  ପବିତ୍ର ମାଘ ଶୁକ୍ଳ ଶ୍ରୀପଞ୍ଚମୀ । ଆଜି ମା ବିଦ୍ୟାଦାୟିନୀ ସରସ୍ବତୀଙ୍କ ପୂଜା । ମାଙ୍କୁ ପ୍ରଜ୍ଞା, ମେଧା, ବୁଦ୍ଧି, ସାହିତ୍ୟ, ସଙ୍ଗୀତ, କଳା ଓ ପ୍ରଯୁକ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବୋଲି ବିବେଚନା କରାଯାଏ । ଶିକ୍ଷାନୁଷ୍ଠାନ ଏବଂ ଘରେ ମାଆଙ୍କ ଆବାହନ ପାଇଁ ବିଶେଷ ଆୟୋଜନ ହୋଇଛି  ।  ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନଙ୍କ ପକ୍ଷରୁ  ମାଙ୍କ ପୂଜା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

   Related Posts