ସରପଞ୍ଚ ବାପାଙ୍କୁ ଛୁରାମାଡ
20/04/2020 at 10:34 PM

ଲମତାପୁଟ୨୦/୪: ସରପଞ୍ଚଙ୍କ ବାପାଙ୍କୁ ଛୁରାମାଡ। ଛୁରାମାଡରେ ଲମତାପୁଟ ସରପଞ୍ଚଙ୍କ ବାପା ଆଦୁ କ୍ରିଶାନି ଗୁରୁତର।ମଧ୍ୟରାତ୍ରିରେ ଅଜଣା ବ୍ୟକ୍ତି ଛୁରା ମାରି ଚମ୍ପଟ୍ ହୋଇଯାଇଛି। ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। କିଏ ଓ କାହିଁକି ଛୁରା ମାଡ କଲା, ଏ ନେଇ କୌଣସି କାରଣ ଜଣାପଡି ନାହିଁ। ପୋଲିସ୍ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021