Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କାର୍ଯ୍ୟରେ ଅବହେଳା ଅଭିଯୋଗରେ ସରପଞ୍ଚ ନିଲମ୍ବିତ: ତଦନ୍ତ ପରେ ପଞ୍ଚାୟତରାଜ ବିଭାଗର କାର୍ଯ୍ୟାନୁଷ୍ଠାନ

27/11/2020 at 10:32 AM

ସୋର୨୭/୧୧: କାର୍ଯ୍ୟରେ ଅବହେଳା ଯୋଗୁଁ ସରପଞ୍ଚ ନିଲମ୍ବିତ। ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଓ ହିତାଧିକାରୀଙ୍କୁ ଠିକ ସମୟରେ ବିଲ ପୈଠ ନକରିବା ଆଦି ଅଭିଯୋଗରେ ଜିଲ୍ଲାପାଳ ତଦନ୍ତ ରିପୋର୍ଟକୁ ଆଧାର କରି ବାହାନଗା ବ୍ଲକ ଅଞ୍ଜିପଞ୍ଚାୟତର ସରପଞ୍ଚ ତପନ କୁମାର ରାଉତଙ୍କୁ ନିଲମ୍ବିତ କଲେ ରାଜ୍ୟ ପଞ୍ଚାୟତରାଜ ବିଭାଗ।

ଅଞ୍ଜିଗ୍ରାମପଞ୍ଚାୟତ ଖରିଦା ଗ୍ରାମରେ ୨୦୧୬/୧୭ ଆର୍ଥିକ ବର୍ଷରେ ହୋଇଥିବା ସିସିରୋଡ କାମରେ କାମ କରିଥିବା ଠିକାଦାରଙ୍କୁ ବିଲ  କରାଇ ନ ଦେବା ଓ ସରକାରୀ ଉନ୍ନୟ କାର୍ଯ୍ୟରେ ବାଧା ଉପୁଜାଇବା ଏବଂ ସରକାରୀ ଉଚ୍ଚ ପଦାଧିକାରୀଙ୍କ ଆଦେଶକୁ ଅବମାନନା କରିବା ଅଭିଯୋଗରେ ପଞ୍ଚାୟତିରାଜ ବିଭାଗ ତଦନ୍ତ ପରେ ଆଜି ସରପଞ୍ଚଙ୍କୁ ନିଲମ୍ବନ କରିଛନ୍ତି।

   Related Posts